ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ 

ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ 

ନବରଙ୍ଗପୁର-(୨୪|୧)ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସର୍ବଜନ ହିତକାରୀ ଯୋଜନା ପ୍ରତି ଆକୃଷ୍ଟ ହୋଇ ବଡକୁମୁଲି ଗ୍ରାମ ପଞ୍ଚାୟତ, ଧାରନାବେଡା ଗ୍ରାମର ଶ୍ରୀ ପ୍ରଶାନ୍ତ କୁମାର ଭକ୍ତ ଶ୍ରୀ ପ୍ରହ୍ଲାଦ ଭକ୍ତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ହରିଜନ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ବିଷୋୟୀ, ସଂଯୋଜକ ଶ୍ରୀ ମନିଜର ଆର୍ଯ୍ୟ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝି, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦେବଦାସ ମହାଙ୍କୁଡ ଜିଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁଭୋଜିତ ପାଣିଗ୍ରାହୀ, ଶୁଭେନ୍ଦୁ ସାମନ୍ତରାୟ , ମହିଳା ମୋର୍ଚ୍ଚା ସଭାପତି ସର୍ମିଷ୍ଟା ଦେଓ,ମିନତି ପଟ୍ଟନାୟକ, ସୁକାନ୍ତି ବେହେରା,ଦାସରଥି ପଟ୍ଟନାୟକ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ନର୍ଲା ବ୍ଳକ କଂଗ୍ରେସର ବ୍ଳକ ଘେରାଉ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!