ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ 

ରାଇଘର ୨୮/୧୨ ନବରଙ୍ଗପୁର ଜିଲ୍ଲା ରାଇଘର ସଦମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ୟୁଥ୍ ସ୍ପୋର୍ଟସ କ୍ରିକେଟ କ୍ଲବ ତରଫରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଜ୍ଜାପିତା ହୋଇଯାଇଛି। ମୁଖ୍ୟ ଅତିଥଭାବେ ଏମ୍ ପି ପ୍ରତିନିଧି ତଥା ଓଏଲଆଈସୀ ଉପଦେଷ୍ଟା ପ୍ରମଦ ପାଢୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,sdc ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ,ବିକେ ବିକେ ଉପଦେଷ୍ଟା ସୁକଦେବ୍ ଗଣ୍ଡ,ରାଇଘର ବ୍ଲକ ଅଧକ୍ଷା ନବିନା ନାୟକ,ପୂର୍ବତନ ବିଧାୟକ ସୁବାଷ ଗଣ୍ଡ,ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଂକର ,ସମସ୍ତ ଜିଲ୍ଲା ପରିଷଦ ଉପସିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଗୋଟି ଟିମ୍ ଭାଗନେଇ ଥିବା ବେଳେ ଗୁରୁବାର ଝାରସୁଗୁଡ଼ା ଓ ଟିଟିଲାଗଡ ମଧ୍ୟରେ ଫାଇନାଲ ମ୍ୟାଚ୍ ହେଇଥିଲା l ଏହି ମ୍ଯାଚ ରେ ଝାରସୁଗୁଡ଼ା ୬ ୱିକେଟ୍ ରେ ବୀଜୟ ଲାଭ କରିଛନ୍ତି lଏହି ଟୁର୍ଣ୍ଣାମେଣ୍ଟକୁ ରିଜ୍ନନ ଅଲି, ଶକ୍ତି ଜେନା,ଉଦୟ ଚନ୍ଦ୍ର ଗୌଡ, ଶିବା ଶ୍ରୀବାସ୍ତବ, ସନ୍ନ୍ୟାସୀ ନାୟକ ସମେତ ବହୁ ଯୁବ ଗୋଷ୍ଠୀ ସାମିଲ୍ ହୋଇ ଟୁର୍ଣ୍ଣାମେଣ୍ଟକୁ ସହଯୋଗ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅକ୍ଷୟ ପୁଝାରୀ ମେମୋରିଆଲ ଆନ୍ତଃ ଜିଲ୍ଲା କ୍ରୀକେଟ , ଚିଚିଆ କୁ ହରାଇ ଧିଙ୍ଗିଆମୁଣ୍ଡା ଚମ୍ପିୟାନ

masiha

ଜାରିତାଣ୍ଡିରେ ୩୪’ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହାଓ୍ବଡା ଏକ୍ସପ୍ରେସ ଚମ୍ପିୟାନ 

masiha

କର୍ଲାପଡା କ୍ରିକେଟ ଟୁର୍ନାମେଣ୍ଟରେ ଡଙ୍ଗରିଗୁଡା ବିଜୟୀ

Sunil Chandra Nayak

Leave a Comment

error: Content is protected !!