ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

ରାୟଗଡ଼ା– ତା ୦୩/୦୪ ରିଖ ରାୟଗଡ଼ା ଗାୟତ୍ରୀ ପରିବାର ପକ୍ଷରୁ ସବୁ ବର୍ଷ ଅନୁଷ୍ଠିତ ହେଉ ଥିବା ଗାୟତ୍ରୀ ଯଜ୍ଞ। ଏ ବର୍ଷ ହେବାକୁ ଯାଉଥିବା ୨୪ କୁଣ୍ଡୀୟ ମହାଯଜ୍ଞର ଭୂମି ପୂଜନ, ଆଜି ଅନୁଷ୍ଠିତ ହେଇଥିଲା ଭୂମି ପୂଜନ। ଏହି ଭୂମି ପୂଜନ ସାଇ ଇଣ୍ଟରନେସନାଲ ହୋଟେଲ ସାମନାରେ ଥିବା ଗ୍ରାଉଣ୍ଡରେ ହେଇଥିଲା । ୨୪ କୁଣ୍ଡୀୟ ମହାଯଜ୍ଞ ଆସନ୍ତା ତା ୨୪/୦୪ ରିଖରେ ଅନୁଷ୍ଠିତ ହେବ। ଯୁୁୁୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

ରଞ୍ଜିତା ପତି ଙ୍କ କବିତା ରଜପାନ

Sunil Chandra Nayak

ଛାତ୍ରଛାତ୍ରୀଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଯାତ୍ରାର ଅନୁଭୂତି ବାଣ୍ଟିଲେ ଯୋଗବ୍ଯାସ

Leave a Comment

error: Content is protected !!