ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

ରାୟଗଡ଼ା– ତା ୦୩/୦୪ ରିଖ ରାୟଗଡ଼ା ଗାୟତ୍ରୀ ପରିବାର ପକ୍ଷରୁ ସବୁ ବର୍ଷ ଅନୁଷ୍ଠିତ ହେଉ ଥିବା ଗାୟତ୍ରୀ ଯଜ୍ଞ। ଏ ବର୍ଷ ହେବାକୁ ଯାଉଥିବା ୨୪ କୁଣ୍ଡୀୟ ମହାଯଜ୍ଞର ଭୂମି ପୂଜନ, ଆଜି ଅନୁଷ୍ଠିତ ହେଇଥିଲା ଭୂମି ପୂଜନ। ଏହି ଭୂମି ପୂଜନ ସାଇ ଇଣ୍ଟରନେସନାଲ ହୋଟେଲ ସାମନାରେ ଥିବା ଗ୍ରାଉଣ୍ଡରେ ହେଇଥିଲା । ୨୪ କୁଣ୍ଡୀୟ ମହାଯଜ୍ଞ ଆସନ୍ତା ତା ୨୪/୦୪ ରିଖରେ ଅନୁଷ୍ଠିତ ହେବ। ଯୁୁୁୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ରାୟଗଡା ଜିଲ୍ଲା ପୁରସ୍କୃତ

Sunil Chandra Nayak

ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରତିଷ୍ଠାତା ଓମ୍ ପ୍ରକାଶ ଅଗ୍ରଓ୍ୱାଲ ଙ୍କ ପ୍ରତିମା ସ୍ଥାପନ

Sunil Chandra Nayak

ଚିଚିଆ ଗ୍ରାମରେ ପଞ୍ଚମ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସତ୍ୟ ନାରାୟଣ ପୂଜା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!