ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ,ପ୍ରଥମ ସ୍ଥାନରେ ବାଲେଶ୍ଵର

ବାଲେଶ୍ଵର,୦୭/୦୨/୨୪- ଗତ ତା ୨୮/୦୧/୨୪ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୨୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନେ ହେଲେ (୧) ମିନତୀ ପ୍ରଧାନ, ବାରିପଦା, ମୟୂରଭଞ୍ଜ (୨) ମନୋରମା ମହାନ୍ତି, ପାରାଦୀପ, ଜଗତସିଂହପୁର (୩) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୪) ପୂଜାରାଣୀ ପଣ୍ଡିତ, ବାଲେଶ୍ଵର (୫) ନର୍ମଦା ନାୟକ, ରାଉରକେଲା, ସୁନ୍ଦରଗଡ (୬) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଭୁବନପୁର, ଖୋର୍ଦ୍ଧା (୭) ରଶ୍ମିରେଖା ସାହୁ, ଭୁବନେଶ୍ୱର (୮) ଡକ୍ଟର ଚପଳା ପଣ୍ଡା, ଖୋର୍ଦ୍ଧା (୯) କବିତା ସାହୁ, ଜୟପୁର, କୋରାପୁଟ (୧୦) ସମାପ୍ତି ବେହେରା, ଭାଲିଆଡିହା, ମୟୂରଭଞ୍ଜ (୧୧) ଦିଲ୍ଲୀପ୍ କୁମାର ନାୟକ, କେନ୍ଦ୍ରାପଡା (୧୨) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୧୩) ଚୌଧୁରୀ ଶାଶ୍ବତ ମହାପାତ୍ର, ବିଷ୍ଣୁପୁର, ଭଦ୍ରକ (୧୪) ପ୍ରିୟଦର୍ଶିନୀ ମିଶ୍ର, ମଣ୍ଡଳ, ବଲାଙ୍ଗୀର (୧୫) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗନା (୧୬) ଜୟନ୍ତୀ ଓଝା, ପାଟପୁର, ଧର୍ମଶାଳା, ଯାଜପୁର (୧୭) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର (୧୮) ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା (୧୯) ସୁଜାତା ଦାସ, ବାଲେଶ୍ଵର (୨୦) ସରୋଜିନୀ ପାଣିଗ୍ରାହୀ, କଲ୍ଯାଣୀ ଶାସନ, ବାଘୁଆ, ଡୁଙ୍ଗୁରା, ଖଇରା, ବାଲେଶ୍ଵର (୨୧) ଦ୍ରୌପଦୀ ମହାପାତ୍ର, ତିଖିରୀ, କେନ୍ଦ୍ରାପଡା୨୨) ଜ୍ଯୋତ୍ସ୍ନାରାଣୀ ମହାନ୍ତି, ଜଳେଶ୍ବର, ବାଲେଶ୍ଵର (୨୩) ଯମୁନା ମହାପାତ୍ର ମିଶ୍ର, ତରଭା, ସୁବର୍ଣ୍ଣପୁର (୨୪) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା । ସମୀକ୍ଷା କରିଥିଲେ ଝାରସୁଗୁଡାର କବୟିତ୍ରୀ ମାଧୁରୀ ମିଶ୍ର । ସୁନ୍ଦର ଶୀର୍ଷକ ଓ ସୁନ୍ଦର ସମୀକ୍ଷାରୁ ତାନଶ୍ରୀ ପାଣିଗ୍ରାହୀ ପ୍ରଥମ ସ୍ଥାନ, ରଞ୍ଜୁଲତା ପାଢୀ ଦ୍ୱିତୀୟ ସ୍ଥାନ ଓ ସମାପ୍ତି ବେହେରାଙ୍କୁ ତୃତୀୟ ସ୍ଥାନ ମିଳିଛି । କାହାକୁ ସ୍ଥାନ ମିଳିବା ନ ମିଳିବା ନେଇ ମନ ଦୁଃଖ କରନ୍ତୁ ନାହିଁ, ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ଲେଖା ଜାରି ରଖନ୍ତୁ, ସାହିତ୍ୟକୁ ସମ୍ମାନ ଦିଅନ୍ତୁ, ପାଠକଙ୍କ ହୃଦୟ ଜୟ କରନ୍ତୁ, ଆତ୍ମସନ୍ତୋଷ ଲାଭ କରନ୍ତୁ, ନିଜର ପ୍ରତିଭା ବଳରେ ସାରସ୍ୱତ ସମାଜରେ ପରିଚୟ ସୃଷ୍ଟି କରି ଚାଲନ୍ତୁ ବୋଲି ସମସ୍ତ ପ୍ରତିଯୋଗୀଙ୍କୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପରାମର୍ଶ ଦେଇଛନ୍ତି । ଯଦିଓ ସାହିତ୍ୟ ସାଧନା ପେଷା ନୁହେଁ ସମସ୍ତଙ୍କର ଦୈନନ୍ଦିନର ଏକ ନିଶା । ଯାହା ପାଖରେ ଏ ନିଶା ଅଛି ସେ କେବେ ଥୟଧରି ରହିପାରେ ନାହିଁ, ଆଗ୍ରହର ସହିତ କିଛି ନା କିଛି ଲେଖିଥାଏ । ତେଣୁ ସମସ୍ତଙ୍କ ଆଗ୍ରହ ବଢିଚାଲୁ ଏବଂ ଲେଖନୀ ସର୍ବଦା ଚାଲୁ ରହିଥାଉ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ : ପ୍ରତି ଗ୍ରାମେ ଗ୍ରାମେ ବିଜ୍ଞାନ, ପ୍ରତି ଗୃହେ ଗୃହେ ବିଜ୍ଞାନ : ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଓ ବିଜ୍ଞାନ ଆଲୋଚନାଚକ୍ର ଭୁବନରେ ଅନୁଷ୍ଠିତ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଧର୍ମ ପରାୟଣ ମହିଳା ଙ୍କ ବିୟୋଗରେ ଶୋକ

Leave a Comment

error: Content is protected !!