ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ଯୁତ ବିଭାଗର ଖାମଖିଆଲି ଓ ଗାଡି ଚାଳକ ର ବେ ପରୁଆ ଚାଳନାରେ ଅଳ୍ପକେ ବଞ୍ଚିଗଲା ଦୁଇଟି ଜିବନ

ବିଦ୍ଯୁତ ବିଭାଗର ଖାମଖିଆଲି ଓ ଗାଡି ଚାଳକ ର ବେ ପରୁଆ ଚାଳନାରେ ଅଳ୍ପକେ ବଞ୍ଚିଗଲା ଦୁଇଟି ଜିବନ 

ବସ୍ତା୮।୨ :ବସ୍ତା ବ୍ଲକ କୁଡିଆ ପଞ୍ଚାୟତ ଜମାଳପୁର ଗ୍ରାମରେ ବିଦ୍ୟୁତ କେବୁଲ ରାସ୍ତାରେ ଓହଳିଥିବା ସ୍ଥଳେ ବେପରୁଆ ଗାଡି ଚାଳକ କ୍ଷିପ୍ର ଗତିରେ ଗାଡି ଚଳାଇବା ଫଳରେ ଇଲେକ୍ତ୍ରୀ ଖଣ୍ଟ ଭାଙ୍ଗି ଯାଇଥିଲା ଫଳରେ ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ |ସୂଚନାରୁ ପ୍ରକାଶ ଗ୍ରାମର ଗଙ୍ଗାଧର ବେହେରାଙ୍କ ଦୋକାନ ସମ୍ମୁଖରେ ଥିବା ଇଲେକ୍ଟ୍ରୀ ତାର ରାସ୍ତା ରେ ଝୁଲି ରହିଥିଲା ବେଳେ ରାସ୍ତା ରେ କଂକ୍ରିଟ ମସଲା ନେଇ ଯାଉଥିବା ଟ୍ରକ   (OD01AV 4648)ଟି ତାରରେ ବାଜି ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିଲା। ଫଳରେ ଇଲେକ୍ଟ୍ରୋ ଖୁଣ୍ଟଟି ଭାଙ୍ଗି  ପାଖରେ ଥିବା ତୁଳସୀ ଚଉରା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ତୁଳସୀ ଚଉରା ଉପରେ ବସିଥିବା ଦୁଇ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ବିଦ୍ଯୁତ ବିଭାଗ ର ଏହିଭଳି ଗାଁ ସାହି ରେ ତାର ଓହଳି ରହିଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କୀଟନାଶକ ବ୍ୟବହାର ନେଇ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତିଙ୍କ ଇନୋଭା ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

Sunil Chandra Nayak

Leave a Comment

error: Content is protected !!