ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ଯୁତ ବିଭାଗର ଖାମଖିଆଲି ଓ ଗାଡି ଚାଳକ ର ବେ ପରୁଆ ଚାଳନାରେ ଅଳ୍ପକେ ବଞ୍ଚିଗଲା ଦୁଇଟି ଜିବନ

ବିଦ୍ଯୁତ ବିଭାଗର ଖାମଖିଆଲି ଓ ଗାଡି ଚାଳକ ର ବେ ପରୁଆ ଚାଳନାରେ ଅଳ୍ପକେ ବଞ୍ଚିଗଲା ଦୁଇଟି ଜିବନ 

ବସ୍ତା୮।୨ :ବସ୍ତା ବ୍ଲକ କୁଡିଆ ପଞ୍ଚାୟତ ଜମାଳପୁର ଗ୍ରାମରେ ବିଦ୍ୟୁତ କେବୁଲ ରାସ୍ତାରେ ଓହଳିଥିବା ସ୍ଥଳେ ବେପରୁଆ ଗାଡି ଚାଳକ କ୍ଷିପ୍ର ଗତିରେ ଗାଡି ଚଳାଇବା ଫଳରେ ଇଲେକ୍ତ୍ରୀ ଖଣ୍ଟ ଭାଙ୍ଗି ଯାଇଥିଲା ଫଳରେ ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ |ସୂଚନାରୁ ପ୍ରକାଶ ଗ୍ରାମର ଗଙ୍ଗାଧର ବେହେରାଙ୍କ ଦୋକାନ ସମ୍ମୁଖରେ ଥିବା ଇଲେକ୍ଟ୍ରୀ ତାର ରାସ୍ତା ରେ ଝୁଲି ରହିଥିଲା ବେଳେ ରାସ୍ତା ରେ କଂକ୍ରିଟ ମସଲା ନେଇ ଯାଉଥିବା ଟ୍ରକ   (OD01AV 4648)ଟି ତାରରେ ବାଜି ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିଲା। ଫଳରେ ଇଲେକ୍ଟ୍ରୋ ଖୁଣ୍ଟଟି ଭାଙ୍ଗି  ପାଖରେ ଥିବା ତୁଳସୀ ଚଉରା ଉପରେ ପଡିଥିବାର ଦେଖିବାକୁ ମିଳିଥିଲା । ତୁଳସୀ ଚଉରା ଉପରେ ବସିଥିବା ଦୁଇ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ବିଦ୍ଯୁତ ବିଭାଗ ର ଏହିଭଳି ଗାଁ ସାହି ରେ ତାର ଓହଳି ରହିଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଓଡିଶା ଫଟୋଗ୍ରାଫି ସିଣ୍ଡିକେଟ୍ ଗଠିତ ସଞ୍ଜୟ କୁମାର ପ୍ରଧାନ ସଭାପତି ଭାବେ ନିର୍ବାଚିତ  ସେପ୍ଟେମ୍ବର ୨୭ ରୁ ତିନି ଦିନିଆ ଫଟୋ ଫେୟାର 

masiha

ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

Sunil Chandra Nayak

ଜିଲ୍ଲାସ୍ତରୀୟ ଖରିଫ ୨୦୨୫ ପାଇଁ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!