ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ

କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ

ପାଟଣାଗଡ ::ପାଟଣାଗଡ ନିର୍ବାଚନ ମଣ୍ଡଳୀ ପାଟଣାଗଡ ବ୍ଲକ ଲରମ୍ଭା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି, ଏଇ ସମାବେଶ ମୁଖ୍ୟଅତିଥି ଶିବାନନ୍ଦ ପରିଛା ଙ୍କ ନେତୃତ୍ୱ ରେ ପ୍ରାୟ 5000ଲୋକଙ୍କ ସମାବେଶ ହୋଇଥିଲା.ଶ୍ରୀ ପରିଛା କେନ୍ଦୁପତ୍ର ଉପରୁ କେନ୍ଦ୍ରସରକାର ଜି ଏସ ଟି ଛାଡ଼ ନ କରିବାକୁ ନେଇ ନିନ୍ଦା କରିଥିଲେ. ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଆଲୋକ ପାଣିଗ୍ରାହୀ, ପ୍ରତାପ ମେହେର, ବିଞ୍ଜାଲୁ ସାହୁ, ମକାରୁ ପଣ୍ଡା, ପରମେଶ୍ୱର ଶୁନା ଓ ଶାନ୍ତନୁ ଭୋଇ ଯୋଗଦେଇଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

masiha

ନୂଆପଡ଼ାରେ ଜାତୀୟ କୃମି ନାଶକ ଦିବସ ପାଳିତ l ସମଗ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡ଼ି କେନ୍ଦ୍ରରେ ସାମୁହିକ ଔଷଧ ସେବନ

Sunil Chandra Nayak

ମାଦକ ଦ୍ରବ୍ୟ ଉତ୍ପାଦନ ଓ ଚରାଚାଲାଣ ରୋକିବା ଉପରେ ଜିଲ୍ଲାସ୍ଥରୀୟ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!