ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସସ୍ମିତାରାଣୀ ନାୟକଙ୍କୁ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷିକା ଭାବେ ଦାୟିତ୍ଵ ଅର୍ପଣ 

ସସ୍ମିତାରାଣୀ ନାୟକଙ୍କୁ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷିକା ଭାବେ ଦାୟିତ୍ଵ ଅର୍ପଣ 

 ଭୁବନେଶ୍ୱର (ମ ସୀ ହା)୦୯/୦୨_ବିଜୁ ଜନତା ଦଳର ସୁପ୍ରିମୋ, ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ଇସ୍ତାହାର ରେ ଶୃଙ୍ଖଳିତ ତଥା ଜନପ୍ରିୟ ନେତ୍ରୀ ଭାବେ ସୁପରିଚିତା ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷିକା ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି l ଏଥି ପାଇଁ ଢେ଼ଙ୍କାନାଳ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀ ଓ ଶୁଭେଛୁମାନେ ଖୁସିବ୍ୟକ୍ତ କରିବା ସଂଗେ ସଂଗେ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥି 

masiha

ଆସୁଛନ୍ତି ନଡ୍ଡା

Sunil Chandra Nayak

ଅନୁଷ୍ଠିତ ହେବ ସଂକଳ୍ପ ଯାତ୍ରା

masiha

Leave a Comment

error: Content is protected !!