ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

ନର୍ଲା :(ମସୀହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ କଳାକାର ସଂଘ ଦ୍ୱାରା ଚୟନ ପରେ ନର୍ଲା ର ରତ୍ନଗିରୀ ନାଟ୍ଯ ସଂଘ ରୂପାନ୍ତରିତ ଓଡ଼ିଶା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି,ଏହି କାର୍ଯକ୍ରମ ଜରିଆରେ ଓଡ଼ିଶା ସରକାରଙ୍କ ନିର୍ଧିଷ୍ଟ ୧୫ ଟି ଯୋଜନା କୁ ୮ ଜଣ କଳାକାର ନାଟକ ମାଧ୍ୟମରେ ଗାଁ ଗାଁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି,ପଞ୍ଚାୟତ,ବ୍ଲକ୍‌ ସ୍ତରୀୟ ସଂପୃକ୍ତ ଅଧୀକାରୀ ଏହି କାର୍ଯକ୍ରମ କୁ ତଦାରଖ କରିବା ସହ ଯୋଜନା ର ସଠିକ୍‌ ବାର୍ତ୍ତା ଲୋକ ଙ୍କ ପାଖରେ ପହଞ୍ଚିବା ପାଇଁ ସହଯୋଗ କରୁଛନ୍ତି,ରତ୍ନଗିରୀ ନାଟ୍ଯ ସଂଘ ର ଗୁରୁ ତଥା କବି ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ ନାଟକ ଦଳରେ ପିତାମ୍ବର ଗଉଡ଼,କୁର୍ତୀବାସ ଦୁବେ,କପୁରଚନ ମାଝୀ,ଜୟରାମ ଚନ୍ଦନ,ଗଣେଶ ବାହୁକ,ବୁଧଦେବ ପଧାନ, ବ୍ରଜ ଗଉଡ଼ ,ନାଟକ ପରିବେଷଣ ରେ ସହଯୋଗ କରୁଛନ୍ତି,ଏହି କାର୍ଯକ୍ରମ ରେ ଲୋକପ୍ରିୟତା ସହ ଜନଗହଳି ଦେଖିବାକୁ ମିଳୁଛି।

ଦୀପକ ଠାକୁରଙ୍କ ରିପୋର୍ଟ 

Related posts

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଚାଲିଥିବା ଆମରଣ ଅନସନ, ଜିଲ୍ଲା ପ୍ରଶାସନ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଭଙ୍ଗହେଲା

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ: ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା 

Sunil Chandra Nayak

Leave a Comment

error: Content is protected !!