ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ଦିବସ ପାଳନ 

ପୋଷଣ ଦିବସ ପାଳନ 

ଆସିକା, ୧୭/୧୦/୨୫ — ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ପୋଷଣ ମାହ ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶଙ୍କର ନାରାୟଣ ବେହେରା ଯୋଗଦେଇ ପୋଷଣ ଅଭିଯାନର ଉଦ୍ଦେଶ୍ୟ,ଆଭିମୁଖ୍ୟ,ଉତ୍ତମ ସ୍ଵାସ୍ଥ୍ୟ ଗଠନ, ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ସୁସ୍ଥ ଜୀବନ ଗଠନ ହେବା ସମ୍ବର୍କରେ ଦିଗ ଦର୍ଶନ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ପବିତ୍ର କୁମାର ସାହୁ,ଶ୍ରୀକାନ୍ତ ଡ଼ାକୁଆ,ଅଧ୍ୟାପିକା ଆରତୀ ପ୍ରଧାନ,ପ୍ରଭାସିନୀ ନାୟକ,ଆରତୀ ପାତ୍ର ପ୍ରମୁଖ ଉତ୍ତମ ଶରୀର ଗଠନ ପାଇଁ ଉତ୍ତମ ଖାଦ୍ୟ ଖାଇବା ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟର କର୍ମଚାରୀ ଅଶୋକ ଗୌଡ଼,ରାକେଶ ସ୍ୱାଇଁ ଓ ପ୍ରଭାସିନୀ ନାହାକ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ହାପି ମୋମେଣ୍ଟସ ର ଶିଶୁ ମହୋତ୍ସବ ଓ ବିଶ୍ବ ମାତୃତ୍ଵ ଦିବସ ପାଳନ 

masiha

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ଶ୍ରୀରାମ ନାମରେ ଗୁଞ୍ଜରିତ ଗାଁ ଠୁ ସହର, କୋକସରାରେ ବାଇକ ରେଲି କଲେ ଶ୍ରୀରାମ ସେନା

masiha

ଇମ୍ଫା ,ଥେରୁବାଲି ଦ୍ଵାରା ସାପ୍ତାହବ୍ୟାପି ପରିବେଶ ଦିବସ ପାଳନ

masiha

Leave a Comment

error: Content is protected !!