ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ କରି ବୋର୍ଡକୁ ଚିରିଲେ

ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ କରି ବୋର୍ଡକୁ ଚିରିଲେ

ରାଜନଗର -3.1.024ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ରେ ସ୍ଥାନିତ ଥିବା ଗଣପ୍ରତିନିଧିମାନେ ସମାଜରେ ଜାଗ୍ରତ ପ୍ରହରୀ ସାଜି ଘଟଣ ଅଘଟଣ,ଦୁର୍ନୀତି ସୁନୀତିକୁ ଲୋକଲୋଚନକୁ ଆଣି ସରକାରଙ୍କୁ ଚେତାଇ ଜନ ସାଧାରଣଙ୍କୁ ସୁଫଳ ଦେଇଥାନ୍ତି । ଆଜି ସମାଜର ମାଇଲଖୁଣ୍ଟ ସାଜିଥିବା ସେହି ସାମ୍ଵାଦିକମାନେ କେଉଁଠି ଆକ୍ରମଣର ଶିକାର ତ ଅନ୍ୟ କେଉଁଠି ଉଦ୍ଦେଶ୍ୟ ମୂଳକ ମିଥ୍ୟା କେଶରେ ଫସାଉ ଥିବା ନେଇ ଅସୁରକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି । କୌଣସି କାରଣରୁ ସାମ୍ବାଦିକ କିମ୍ବା ସାମ୍ଵାଦିକ ଗୃହ ଉପରେ ଆକ୍ରମଣ ହେଲେ ପୋଲିସ୍ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଓଲଟି ଵିନା ତଦନ୍ତରେ ସାମ୍ବାଦିକଙ୍କ ନାମରେ ମିଥ୍ୟା କାଉଣ୍ଟର କେଶ୍ କରି ଚୁପ୍ ରହିବା ଫଳରେ ଅଭିଯୁକ୍ତମାନେ ପରବର୍ତ୍ତୀ ସମୟରେ ଅଘଟଣ ଘଟାଇ ଚାଲୁଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜନଗର ଥାନା ସଦର ମହକୁମା ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉପରେ। ସାମ୍ଵାଦିକ ଶ୍ରୀ ସୁକାନ୍ତ କୁମାର ଵେହେରାଙ୍କ ନେତୃତ୍ବରେ କେତେକ ସାମ୍ବାଦିକ ମିଶି ବ୍ଲକ ସାମ୍ବାଦିକ ସଂଘ ଗୃହ କରି ସେଠାରେ ନିଉଜ ପରିଵେଷଣ ଓ ସାମାଜିକ କାର୍ଯ୍ୟ ତଥା ସଭା ସମତି କରିବାକୁ ତତ୍କାଳୀନ ତହସିଲଦାରଙ୍କୁ ତା ୧୬.୪.୦୨୧ ରିଖରେ ଆବେଦନ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅବଗତ କରାଯାଇଥିଲା। ହେଲେ ମୌଜା ରାଜନଗର ଖାତାନମ୍ବର ୪୫୨ ପ୍ଲଟ ନମ୍ବର 901ରେ ଥିବା ସରକାରୀ ଜାଗାରେ ଅସ୍ଥାୟୀ ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ୟାଳୟ କରି ଆସୁଥିଲୁ। ସେହି କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ, ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ ରାଜନଗର ଥାନା ଆଇଆଇସି ଶ୍ରୀ ଶ୍ରୀକାନ୍ତ କୁମାର ଵାରିକ ଓ ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ଭୂୟାଁ ମଧ୍ୟ ଅତିଥି ଭାଵେ ଯୋଗଦେଇଛନ୍ତି। ସେହିପରି ସାଧାରଣତନ୍ତ୍ର ଦିବସ ଓ ସ୍ଵାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପ୍ରତିହାରୀ ମଧ୍ୟ ଅତିଥି ଭାଵେ ପତକା ଉତ୍ତୋଳନ କରିଛନ୍ତି । ଏହି ସଂଘର ସାମ୍ବାଦିକମାନେ ନିରପେକ୍ଷ ତଥା ଦୁର୍ନୀତି ବିରୁଦ୍ଧରେ ନିଉଜ କରିବାରୁ ଲୋକମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ, ଯାହାକି କିଛି ହୀନ ଚକ୍ରାନ୍ତକାରୀଙ୍କର ଏହି ସଂଘର ନିଉଜ ଓ ସଂଘବଦ୍ଧ ସାମ୍ବାଦିକ ବୈଠକ ତଥା ଵିଭିନ୍ନ ସାସ୍କୃତିକ ସାମାଜିକ କାର୍ଯ୍ୟ ସେମାନଙ୍କୁ ଅସହ୍ୟ କରିଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା । ଯାହା ଫଳରେ ସଂଘ ଘରୁ ଉଠାଇବାକୁ ଷଢଯନ୍ତ୍ର କରାଗଲା। ସେଥିପାଇଁ ଦୁଷ୍ଟ ପ୍ରକୃତିର ପରିବାରଙ୍କୁ ନିୟୋଜନ କରା ଯାଇଥିଲା। ପୂର୍ଵପ୍ରସ୍ତୁତି ପ୍ରକାରେ ତା ୧୩.୪.୦୨୪ ଅପରାହ୍ନ ପ୍ରାୟ ୪ଟା ସମୟରେ ସଭାପତି ସୁକାନ୍ତ କୁମାର ଵେହେରା ଏଵଂ ଅନ୍ୟ ସାମ୍ବାଦିକ ନିଉଜ ଲେଖୁଥିବା ସମୟରେ ହଠାତ୍ ଟୁଲୁ ଦଳେଇ ତାଙ୍କ ଝିଅ ଲିଲି ଦଳେଇ, ସ୍ବାମୀ ଅନିରୁଦ୍ଧ ଦଳେଇ, ପୁଅ କାହ୍ନା ଦଳେଇ ଯିଏକି ଏହି ଥାନାରେ ପୂର୍ଵରୁ ଦୁଇଦୁଇଟା ଚୋରି ଏବଂ ଅନ୍ୟାନ୍ୟ କେଶରେ ରହିଛି। ଏହି ଚାରିଜଣ ହଠାତ ସଂଘ କାର୍ଯ୍ୟାଳୟରେ ପଶି କପୋଳ କଳ୍ପିତ ଷଢଯନ୍ତ୍ର କରି ମିଛରେ କହିଲେ ଆମ ଘରୁ ଵାହାରିଯାଅ, ମୁଁ ୨୦୨୨ ମସିହାରେ ତୁମକୁ ଭଡାସୂତ୍ରରେ ଦେଇଥିଲି, ଏପରି ମିଥ୍ୟା କଥା କାହିଁକି କହୁଛ ଶ୍ରୀ ଵେହେରା କହିବାରୁ ଅଶାଳୀନ ଭାଷାରେ ମା ଝିଅ ଗାଳିଗୁଲଜ କରି ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇ ନଥିଲେ। ସାମ୍ବାଦିକ ଦ୍ଵୟ ଭୟରେ ଵାହାରକୁ ଆସି ପୋଲିସକୁ ଡାକିଥିଲୁ, ହେଲେ ପୋଲିସି କର୍ମଚାରୀଙ୍କ ସମ୍ମୁଖରେ ଆତ୍ମସମ୍ମାନ ହାନୀ ଭଳି କୁଭାଷାରେ ଟୁଲୁ ଓ ତାଙ୍କ ଝିଅ ଲିଲି ଗାଳି କରି କହିଲେ, ଏସଂଘ ଘରକୁ ଯିଏ ଆସିବ ତାକୁ ରେଫ୍ କେଶରେ ଫସାଇଵି , ଏଭଳି ମିଥ୍ୟା କେସ୍ ଦେଵା ତାଙ୍କ ପାଇଁ ନୁଆ ନୁହେଁ। ଏନେଇ ସଂଘର ସଭାପତି ଥାନାରେ ଲିଖିତ ଅଭିଯୋଗ ଅଭିଯୋଗ କରିଥିଲେ। ,କିନ୍ତୁ ଆଜି ପର୍ଯ୍ୟନ୍ତ ତଦନ୍ତ ନ କରି ଥାନା କେଶନଂ ୦୬୩୪ ତା ୧୩.୧୧.୦୨୩ ପ୍ରକାର ମା ଝିଅ ସ୍ବାମୀ ଓ ପୁଅ ନାମରେ ଦଫା 448/294/506/507/34ଆଇପିସରେ କେଶ ରୁଜୁ କରି କୌଣସି ପଦକ୍ଷେପ ନେଇନଥିଵାରୁ ସାମ୍ବାଦିକମାନେ ଇଜ୍ଜତ ଓ ଲୋକ ଲଜ୍ୟା ଭୟରେ ସଂଘ ଗୃହକୁ ଯାଉନାହାନ୍ତି। ପୁନରାୟ ତା ୩୧.୧.୦୨୪ରିଖ ସନ୍ଧ୍ୟାରେ ଏହି ଅଭିଯୁକ୍ତମାନେ ସଂଘ କାର୍ଯ୍ୟାଳୟର ଵୋର୍ଡକୁ କଟୁରିରେ କାଟି ଦେଉଥିବା ସମୟରେ ସଭାପତି ପୁରୀରେ ଥିବାରୁ ଖବର ପାଇ ଅଭିଯୁକ୍ତଙ୍କ ନାମରେ ରାଜନଗର ଥାନା ଦାୟିତ୍ବରେ ଥିବା ଏସ୍ ଆଇ ଦ୍ଵୟଙ୍କ ନିକଟକୁ ହ୍ବାଟସ୍ ଆପ୍ ରେ ଏଫ୍ ଆଇ ଆର ପଠାଇବା ସହ ତା ୧.୧.୦୨୪ରିଖ ଦିନ ଦାୟିତ୍ବରେ ଥିବା ଥାନା ଅଧିକାରୀଙ୍କୁ ଭେଟି ଏଫ ଆଇ ଆର ହାଡକପି ପ୍ରଦାନ କରିଥିଲେ। ପୁନର୍ବାର ଏହି ୪ଜଣଙ୍କ ନାମରେ ପୋଲିସ୍ ଥାନା କେଶନଂ 03/024ତା 1.1.024ରିଖରେ ଦଫା 427/294/506/34ଆଇପିସ ରେ କେଶ୍ ରୁଜୁ କରି ତଦନ୍ତ ଚଳାଇଛନ୍ତି। କିନ୍ତୁ ଏହି ଅଭିଯୁକ୍ତ ମହିଳା ଦ୍ଵୟ ମିଛ ରେଫ୍ କେଶରେ ଫସାଇବାକୁ ଧମକ ଦେଉଥିବା ବେଳେ ସଂଘର ସଭାପତି ସମେତ ସଭ୍ୟମାନେ ଭୟରେ ଗତିକରୁଛନ୍ତି। ଆଜିକୁ ପ୍ରଥମ ଅଭିଯୋଗ ମାସେ କୋଡିଏ ଦିନ ବିତିଥିଲେ ମଧ୍ୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଶୂନ ହୋଇଥିବାରୁ ଅଭିଯୁକ୍ତ ବାରମ୍ବାର ଆକ୍ରମଣ କରିଚାଲିଛନ୍ତି। ପ୍ରକାଶ ଥାଉକି ଟୁଲୁ ଦଳେଇ, ଅନିରୁଦ୍ଧ ଦଳେଇ ଦାବୀକରୁଥିବା ସଂଘ କାର୍ଯ୍ୟାଳୟ ଗୃହ ଯଦି 2022ମସିହାରେ ଭଡା ଦେଇଥିଲେ, ତେଵେ ସଭାପତି ସୁକାନ୍ତ ବେରାଙ୍କ ନାମରେ 30.9.021ରେ ଇଲେକ୍ଟ୍ରୀ ଲାଇନ କିପରି ସଂଯୋଗ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତ ଔଷଧ ଵିନା ତାଟିଆ କାମୁଡିବା ନ୍ୟାୟରେ ତାଙ୍କର ମାଡିବସିଥିବା ସରକାରୀ ଜାଗା ଖାତାନମ୍ବର 451ପ୍ଲଟନଂ 957 ଏହି ସରକାରୀ ଜାଗାରେ ଗତଵର୍ଷ ଘର କରି ଏକଲକ୍ଷ ସିକ୍ଵ୍ୟରିଟ ଟଙ୍କା ନେଇ ଭଡା ସୂତ୍ରରେ ମା ମଙ୍ଗଳା ଅଫିସ ଷ୍ଟେସନାରୀ ଦୋକାନ ହୋଇଛି। ଏପରି ଲେଡି ଡନ୍ ସାଜି ମିଥ୍ୟା କେଶ୍ ରେ ଫସାଇବା ଧମକ ଦେଇ ଲୋକମାନଙ୍କୁ ଭୟଭିତ କରାଇବା ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ

Sunil Chandra Nayak

କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ

Sunil Chandra Nayak

ଶିକ୍ଷକଙ୍କ ବଦଳି ନେଇ ଛାତ୍ରୀ ଛାତ୍ର ଙ୍କ ଆନ୍ଦୋଳନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort