ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

ବସ୍ତା,12/01 : ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର , ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଲକ୍ଷ୍ମଣନାଥ ନିକଟରେ ଘଟି ଥିଲା ଦୁର୍ଘଟଣା, ଅଟୋ ରେ ଜଳେଶ୍ବର କୋର୍ଟ କୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା, ଗୁରୁତର ଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲ ରେ ଭର୍ତ୍ତି କରି ଥିଲେ ସ୍ଥାନୀୟ ଲୋକେ , ଚିକିତ୍ସାଧୀନ ଅବସ୍ଥାରେ ନାରାୟଣ ଚନ୍ଦ୍ର ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସ ମୃତ, ଅନ୍ଯ ମାନଙ୍କୁ ବାଲେଶ୍ବର ରୁ କଟକ ସ୍ଥାନାନ୍ତର।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

masiha

ଗୋଲାମୁଣ୍ଡା ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ 

masiha

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!