ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

ନର୍ଲା :(ମସୀହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ କଳାକାର ସଂଘ ଦ୍ୱାରା ଚୟନ ପରେ ନର୍ଲା ର ରତ୍ନଗିରୀ ନାଟ୍ଯ ସଂଘ ରୂପାନ୍ତରିତ ଓଡ଼ିଶା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି,ଏହି କାର୍ଯକ୍ରମ ଜରିଆରେ ଓଡ଼ିଶା ସରକାରଙ୍କ ନିର୍ଧିଷ୍ଟ ୧୫ ଟି ଯୋଜନା କୁ ୮ ଜଣ କଳାକାର ନାଟକ ମାଧ୍ୟମରେ ଗାଁ ଗାଁ ଯାଇ ସଚେତନତା ସୃଷ୍ଟି କରୁଛନ୍ତି,ପଞ୍ଚାୟତ,ବ୍ଲକ୍‌ ସ୍ତରୀୟ ସଂପୃକ୍ତ ଅଧୀକାରୀ ଏହି କାର୍ଯକ୍ରମ କୁ ତଦାରଖ କରିବା ସହ ଯୋଜନା ର ସଠିକ୍‌ ବାର୍ତ୍ତା ଲୋକ ଙ୍କ ପାଖରେ ପହଞ୍ଚିବା ପାଇଁ ସହଯୋଗ କରୁଛନ୍ତି,ରତ୍ନଗିରୀ ନାଟ୍ଯ ସଂଘ ର ଗୁରୁ ତଥା କବି ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ ନାଟକ ଦଳରେ ପିତାମ୍ବର ଗଉଡ଼,କୁର୍ତୀବାସ ଦୁବେ,କପୁରଚନ ମାଝୀ,ଜୟରାମ ଚନ୍ଦନ,ଗଣେଶ ବାହୁକ,ବୁଧଦେବ ପଧାନ, ବ୍ରଜ ଗଉଡ଼ ,ନାଟକ ପରିବେଷଣ ରେ ସହଯୋଗ କରୁଛନ୍ତି,ଏହି କାର୍ଯକ୍ରମ ରେ ଲୋକପ୍ରିୟତା ସହ ଜନଗହଳି ଦେଖିବାକୁ ମିଳୁଛି।

ଦୀପକ ଠାକୁରଙ୍କ ରିପୋର୍ଟ 

Related posts

ଆନ୍ଧ୍ରପ୍ରଦେଶ ସୀମାନ୍ତ ରାୟଗଡ ଓ ପାର୍ବତୀପୁରମ୍ ରାସ୍ତା ଶୋଚନୀୟ

masiha

ନୋଡାଲ ସରକାରୀ କାଶୀ ପ୍ରସାଦ ସାହୁ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ବୈଠକ ଅନୁଷ୍ଠିତ     

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

Sunil Chandra Nayak

Leave a Comment

error: Content is protected !!