ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉନସିଲ୍ ବୈଠକ ଅନୁଷ୍ଠିତ

କାମାକ୍ଷାନଗର -(ମନିସ )24/2/23 କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭା ଗୃହ ରେ ଆଜି ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ଅଧ୍ୟକ୍ଷତା କାଉନସିଲ୍ ବୈଠକ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ବୈଠକ ରେ ଆଜି ସହର ର ବିକାଶ ମୂଳକ ପ୍ରକଳ୍ପ ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ସହର ରେ 2 ଟି ନୂତନ କଲ୍ୟାଣ ମଣ୍ଡପ ପାଇଁ ସ୍ଥାନ ନିରୂପଣ କରଯାଇଥିବା ବେଳେ 63 ଜଣଙ୍କୁ ନୂତନ ଭତ୍ତା ବଣ୍ଟନ କରାଗଲା।ଆଜି ର ଏହି ବୈଠକରେ ଉପନଗରପାଳ ଶ୍ରୀମତୀ ଶକୁନ୍ତଳା ସେଠୀ, ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ର ଏବଂ ସମସ୍ତ କାଉନସିଲର ଉପସ୍ଥିତ ଥାଇ ସର୍ବସମ୍ମତି କ୍ରମେ ଏହି ନୂତନ ବିଲ୍ ପାରିତ ହୋଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତା ଫଳାଫଳ

masiha

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଧାରଣା 

masiha

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

masiha

Leave a Comment

error: Content is protected !!