ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୧୩ରୁ ପଦୋନ୍ନତ୍ତି ପାଇ ଏବେ ପାଇଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସବୁରି ମୁହରେ ଖୁସିର ଜୁଆର

ନବରଙ୍ଗପୁର-//   ଉମରକୋଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ବେହେରା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଶ୍ରୀବେହେରା ଦୀର୍ଘ ଦିନ ଧରି 2013 ମସିହାରୁ ପଦୋର୍ନତି ହୋଇଥିଲେ ମଧ୍ୟ ଉକ୍ତ ପଦବୀ ରେ ଅବସ୍ଥାପିତ ନ କରାଇବାରୁ ଶ୍ରୀ ବେହେରା କଟକ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ଫଳରେ ସତ୍ୟର ଜୟ ହୋଇଥିଲା ତାଙ୍କର ଦଶବର୍ଷ ର ସଂଗ୍ରାମ ରେ ଜୟଲାଭ କରି ଉମରକୋଟ ସ୍ଥିତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଥିବାରୁ ଅନେକ ଶିକ୍ଷକ ତାଙ୍କୁ ସ୍ୱାଗତ କରିଥିଲେ । ପ୍ରଥମେ ସେ ସାନଭରଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରେ କାରାଗାଁ uv 18ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପରେ କାରାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବହୁ ଆଡମ୍ବରରେ ସ୍ୱାଗତ କରିଥିଲେ ଓ ଉପଢୌକନ ଦେଇ ମାନ ପତ୍ର ପ୍ରଦାନ କରିଥିଲା ତତ ପରେ ମୁଦିଗୁଡା ଓ ସିଂସାରି, ରାଉତଗୁଡା ବାମନଦେଇଭଟା, ଭଣ୍ଡାରୀଗୁଡା, କାର୍ଲିଖମାର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ଉକ୍ତ ସମସ୍ତ ବିଦ୍ୟାଳୟରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ଡ଼ଙ୍ଗରୀଗୁଡା ଶିକ୍ଷୟତ୍ରୀ ଗୌତମୀ ସରକାର ଓ ସହକର୍ମୀ ସାନଭରଣ୍ଡୀ ଶିବୁସୁବେଦାର ଓ ସହକର୍ମୀ କାରାଗାଁ ମଧୁସୂଦନ ବେହେରା, ତ୍ରିପତି ପଟନାୟକ ଚୈତନ ଭତରା ଅନ୍ୟତମ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପୁରୁଷୋତମ ମାଝୀ ଉପସ୍ଥିତିରେ ବଡ ଆଡମ୍ବରରେ ସନମାନିତ କରିଥିଲେ ପରେ ମୁଦିଗୁଡା ବିନୟ ନାୟକ ଓ ସହକର୍ମୀ ଓ ଭଣ୍ଡାରୀଗୁଡାଠାରେ ପ୍ରକାଶ ଦାସ ଓ ସହକର୍ମୀ କାର୍ଲିଖମାର ସ୍କୁଲର ଯାଦୁନାଥ ପୂଜାରୀ ଓ ସହକର୍ମୀ ବହୁ ଆଡମ୍ବର ସହକାରେ ସ୍ୱାଗତ କରାଯାଇଥିଲା ତାଙ୍କ ସହିତ କ୍ଲଷ୍ଟର କୋ୍ଡିନେଟର ମାନେ ସହଯୋଗ କରିଥିଲେ ଡମ୍ବରୁ ଧର ସନ୍ତୋଷ ଓ.ମଧୁ. ସମସ୍ତ ବିଦ୍ୟାଳୟ ପରି ଭ୍ରମଣ କରାଇଥିଲେ ଶ୍ରୀ ବେହେରାଙ୍କ ପୂର୍ବ କର୍ତବ୍ୟ କୁ ମନେପକେଇ ଅଭିଭାବକ ବହୁତ ଖୁସି ବ୍ୟକ୍ତ କରିଥିଲେ ଅଧିକ ଦିନ ଯଦି ଆମ ଅଂଚଳରେ ରହିଥାନ୍ତେ ତେବେ ଅମ ଅଂଚଳର ଉର୍ନ୍ନତି ହୋଇ ଥାନ୍ତା

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମାଜିକ କାର୍ଯ୍ୟକ୍ରମ 

masiha

ଦ୍ଵିତୀୟ କୈଳାସ କପିଳାସରେ ପ୍ରଶାସନ ବେହାଲ

Sunil Chandra Nayak

ଧାନମଣ୍ଡିରେ ଧାନକ୍ରୟ ଅନିୟମିତତା ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଖବରଦାତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort