ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳରେ ସମ୍ବଲପୁରକୁ ହରାଇ ଵିଳାଶପୁର ଦିତୀୟ ଫାଇନାଲକୁ ଉନ୍ନିତ 

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳରେ ସମ୍ବଲପୁରକୁ ହରାଇ ଵିଳାଶପୁର ଦିତୀୟ ଫାଇନାଲକୁ ଉନ୍ନିତ 

 ମୟୂରଭଞ୍ଜ -୧୦/୦୨ ( ମସିହା) ରାଇରଙ୍ଗପୁରର ମହୁଲଡିହା ଖେଳ ପଡ଼ିଆରେ ଆନ୍ତଃ ରାଜ୍ୟ ୨୫ ତମ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି ଆଜି ୫ ମ ଦିନରେ ଦିତୀୟ ସେମିଫାଇନାଲ ଖେଳରେ ସମ୍ବଲପୁରକୁ ହରାଇ ବିଳାସପୁର ଦିତୀୟ ଦଳ ଭାବରେ ଫାଇନାଲକୁ ଉନ୍ନିତ ହୋଇଛି ରବିବାର ୧୧ ତାରିଖ ଦିନ ବହୁ ପ୍ରତିକ୍ଷିତ ଫାଇନାଲ ଖେଳ ବିଳାସପୁର ଏବଂ ରାଉରକେଲା ମଧ୍ୟରେ ଅନୁଷ୍ଠିତ ହେବ ।ମଧ୍ୟରେ ଦିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ଆଜିର ମେନ୍ ଅଫ୍ ଦି ମୃତ ହୋଇଛନ୍ତି ବଇଳଆଶପଉରର ଆଲମାସ୍ ଖାନ୍ ।ଡିକେଏମସି ର କାର୍ଯ୍ୟକର୍ତ୍ତା ବିଧାୟକ ନବ ଚରଣ ମାଝୀ, ପ୍ରଶାନ୍ତ ପରୀକ୍ଷା,ଅମର ପ୍ରଧାନ ଦେଓ ହେମ୍ବ୍ରମ,ପଞ୍ଚୁ ଲୋହାର , ଅମିତ ସିଂ ମୋଦକ,ଜଗା ମହାନ୍ତ,କିଶୋର ରଜକ,ପ୍ରଦୀପ ରାଉତ, ସଂଜୀବ ସିଂ,ସିଦ୍ଧାର୍ଥ ପାଲ,ଉକୁଲ ପାଲ,ଶ୍ୟାମ ସୁନ୍ଦର ଜ୍ଯୋତିଷ, ଅଭିମନ୍ୟୁ ନାଏକ, ନିହାର ଦାସ,ଵୁଵୁନ ମହାନ୍ତ,ଶ୍ୟାମ ପଟ୍ଟନାୟକ,ବାବି ମହାନ୍ତ ଏବଂ ଅନ୍ୟ ମାନେ ପରିଚାଳନାକୁ ଶୃଙ୍ଖଳା ର ସହ ଆଗେଇ ନେଉଛନ୍ତି ।କ୍ରିକେଟ ଅନୁଷ୍ଠାନ ପକ୍ଷରୁ ଆସନ୍ତା ସମସ୍ତେ ରବିବାର ଦିନ ବହୁ ଚିତ୍ତାକର୍ଷକ ଫାଇନାଲ ଖେଳ ଅନୁଷ୍ଠିତ ହେବ ।ସମସ୍ତ କ୍ରୀଡ଼ାପ୍ରେମୀ,ଯୁବ କ୍ରୀଡାବିତ ଏବଂ ବାମନଘାଟୀ ଉପଖଣ୍ଡବାସୀ ମହୁଲଡିହା ଖେଳ ପଡିଆକୁ ଆସି ଖେଳର ମଜା ନେବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି ।ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍

Related posts

ମା ଲଙ୍କେଶ୍ଵରୀ ଖଣ୍ଡାବସା ଫୁଟବଲ କପ ଖେଳ 

Sunil Chandra Nayak

ବ୍ଲୁ ଷ୍ଟାର କ୍ରିକେଟ ଟୁର୍ଣ୍ଣlମେଣ୍ଟ ର ଉଦଯାପନ ଉତ୍ସବ 

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!