ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

ରାଉରକେଲା: ଝିରପାଣି ଥାନା ପଛ ପଟେ ଥିବା ଜେନା ବସ୍ତି ଠାରେ ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗଣେଶ ଜୟସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କର୍ତ୍ତା ଭାବେ ଶ୍ୟାମଲାଲ ବଡାଇକ ଓ ତାଙ୍କ ଧର୍ମପତ୍ନୀ ତଥା ପୂଜକ ଭାବେ ନାରାୟଣ ବାବା ଦାୟିତ୍ଵ ତୁଲାଇଥିଲେ। ଏଠାରେ ଆୟୋଜିତ ହୋଇଥିବା କଳସ ଯାତ୍ରାରେ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟ ର ବିଭିନ୍ନ ସ୍ଥାନରୁ ଶତାଧିକ ମହିଳା ଯୋଗ ଦେଇଥିଲେ। ଏହି ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ମଧୁର ପ୍ରଧାନ, ପଦ୍ମିନୀ ବଡାଇକ,ଗୁଜୁରୁ ଲୋହାର, ଯଶୋଦା ଖେରୱର,ଭଗବତୀ, ଅନିତା ପ୍ରଧାନ, ସୁକରମଣି ପ୍ରଧାନ,ଘୁରନ ବଡାଇକ, ଭୀମ ସିଂ,ସଞ୍ଜୁ ଦେବୀ, ବିଷ୍ଣୁ ଖେରୱର, ନିରୁପମା କଂସାରୀ,ବିଲଚାନୀ ଓରାମ, ସନ୍ତୋଷି ମିର୍ଦ୍ଧା, ଗୀତା ବଡାଇକ,ମଞ୍ଜୁ ଗୌଡ,ଲାଲୋ କୁମାରୀ ଖାଟକୁରା, ସୁରଜମଣି ବଡାଇକ,ସେନାନୀ ନିଖଣ୍ଡିଆ,ଅନ୍ଦିନୀ ଲୋହାର,ଅତ୍ୟାରୀ ବଡାଇକ,ନୀନମଣି ବଡ଼ାଇକ,ପୁଷା ବଡାଇକ,ଯଶୋମତୀ ବଡାଇକ, ଅନିସା ସିଂ, ସରିତା ନାୟକ, ଆନନ୍ଦ ବଡାଇକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ

masiha

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

Sunil Chandra Nayak

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!