ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ରୋସରୀ ଦୋକାନରୁ ଲୁଟ:ଥାନାରେ ଅଭିଯୋଗ 

ଗ୍ରୋସରୀ ଦୋକାନରୁ ଲୁଟ:ଥାନାରେ ଅଭିଯୋଗ 

ବସ୍ତା,20/02 :ବିଳମ୍ବୀତ ରାତିରେ ତାଲା ଭାଙ୍ଗୀ ଗ୍ରୋସରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୁତ୍ତ ,ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବାଲିସାହି ଗ୍ରାମର ବିଷ୍ଣୁ ଦ୍ୱାରୀ ବାଲିସାହି ଛାକରେ ଏକ ଗ୍ରୋସରୀ ଦୋକାନ କରି ପରିବାର ଚଳାଉଥିଲେ,ସବୁ ଦିନ ପରି ଗତ ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ, ମାତ୍ର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୋକାନର ତାଲା ଭାଙ୍ଗୀ ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି,ସକାଳେ ଦୋକାନର ଖୋଲିବାକୁ ଆସି  ତାଲା ଭାଙ୍ଗା ଯାଇଥିଲା ଦେଖି ପୋଲିସକୁ ଖବର ଦେଇଥିଲେ,ଘଟଣା ସ୍ଥଳରେ ସିଂଲା ପୋଲିସ ପହି ତଦନ୍ତ କରୁଛି,ସ୍ଥାନୀୟ ଅଳରେ ମଠ,ମନ୍ଦିର,ଏଟିଏମ,ଦୋକାନ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

   

Related posts

କେନ୍ଦୁଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର 

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

Sunil Chandra Nayak

ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!