ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନର୍ଲାକୁ ଏନଏସି ଘୋଷଣା ନହେବାରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଙ୍କ କୁଶପୁତ୍ତଳା ଦାହ 

ନର୍ଲାକୁ ଏନଏସି ଘୋଷଣା ନହେବାରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଙ୍କ କୁଶପୁତ୍ତଳା ଦାହ 

ନର୍ଲା/ ମସିହା /26/02/24 //  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ରେ ୩୪ ଗୋଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି ନେଇ ଥିବାବେଳେ କଳାହାଣ୍ଡି ଜିଲ୍ଲର ନର୍ଲା କୁ ଏନଏସି ଘୋଷଣା ନକରିବା ନେଇ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ନର୍ଲା ବିଧାୟକ ଭୂପିନ୍ଦର ସିଂ ଙ୍କ କୁଶପୁତ୍ତଳିକା ଦାହ । ଦୀର୍ଘ ଦଶରୁ ଉର୍ଦ୍ଧ ବର୍ଷ ହେଲା ନର୍ଲା କୁ ଏନଏସି ଘୋଷଣା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ କରି ଆସୁଛନ୍ତି କିନ୍ତୁ ସ୍ଥାନୀୟ ବିଧାୟକ ଓ ରାଜନେତା ଙ୍କ ବୈମାତୃକ ମନୋଭାବ ଯୋଗୁଁ ନର୍ଲା ଏନଏସି ଘୋଷଣା ରୁ ବାଦ ଦେଇଛନ୍ତି । ଏହାର ପ୍ରତିବଦ ରେ ବଡ ଧରଣର ଆନ୍ଦୋଳନ ହେବା ସହ ଆଗାମୀ ନିର୍ବାଚନ ରେ ଏହାର ପ୍ରଭାବ ପଡିବ ବୋଲି ଯୁବ କଂଗ୍ରେସ ର ସଭାପତି ଦୀପୁ ପାତ୍ର, ସୁଦାମ ପଧାନ, ଚୁଳମାଣି ଗୌଡ଼ିଆ, ଅନି ବିଶ୍ୱାଳ ଦେବାଶିଷ କୁମାର, ନିତିନ ବାଗ, ରିଚେକାର ଦୀପ ସହ ବହୁ କଂଗ୍ରେସ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଦୀପକ ଠାକୁର, ନର୍ଲା

Related posts

ନବ ଚରଣ ମାଝୀଙ୍କ ମୁଣ୍ଡରେ ବିଜେପିର ମୟୂରଭଞ୍ଜ ସାଂସଦ ମୁକୁଟ

masiha

ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ

masiha

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

Sunil Chandra Nayak

Leave a Comment

error: Content is protected !!