ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳ ବୈଶାଖୀ ରେ ସ୍କୁଲ ସମେତ ୧୮ ଆଦିବାସୀ ଙ୍କ ଘର ଛାତ ଉଡ଼ିଲା, ସହାୟତା ପାଇଁ ଅପେକ୍ଷା

କାଶୀପୁର– ତା ୦୪/୦୫ ରିଖରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଅନ୍ତର୍ଗତ ଉପର ମାଣ୍ଡିଖୋଲା ଗ୍ରାମର ପ୍ରାୟ ୧୮ ଟି ଟିନ ଛପର ଘର ଅଦିନିଆ କାଳବୈଶାଖୀ ବର୍ଷା ପୱନ୍ ପାଇଁ ଉଡି ଯାଇଛି। ସେହି ଭଳି ଗ୍ରାମରେ ଥିବା ସ୍କୁଲ ଘରର ଟିନ ଛାତ ମଧ୍ୟ ଉଡି ଯାଇଛି। ଖବର ପାଇଁ ଖରିଗାଁ ପଞ୍ଚାୟତ ସରପଞ୍ଚ ଶ୍ୟାମ ମାଝୀ, ସମିତି ସଭ୍ୟ ଜିଲ ମାଝୀ ସହିତ ବ୍ଲକ ଅଧ୍ୟକ କଣ୍ଠଶ୍ବେର ମାଝୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ, ଓ ସହାୟତା ଦେବାର ପ୍ରତିଶ୍ରୁତି ଦେଇଥିଲା। ଖରିଗାଁ ପଞ୍ଚାୟତ ଅଧୀନ ରେ ଆସୁଥିବା ମାଣ୍ଡିଖୋଲା ଗ୍ରାମରେ ୬୦ଟି ଆଦିବାସୀ ପରିବାର କାଲି ହେଇଥିବା କାଳବୈଶାଖୀ ବର୍ଷା ହେବା ଫଳରେ ପ୍ରଭାବିତ ହେଇଛନ୍ତି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

କଂଗ୍ରେସ ର ବିଜୟ ଶୋଭାଯାତ୍ରା

Sunil Chandra Nayak

ଖଡ଼ିଆଳ ମହିଳା ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!