ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଦାୟିତ୍ଵ ଗ୍ରହଣ

ନର୍ଲା (ମ.ନି.ସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ନୂତନ ଅଧ୍ୟକ୍ଷା ଭାବରେ ମନୋରମା ମହାନ୍ତି ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ସହ ଅଧ୍ୟକ୍ଷା ଭାବେ ସେ ତାଙ୍କର ଦ୍ଵିତୀୟ ପାଳି ଆରମ୍ଭ କରିଛନ୍ତି। ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ , ବ୍ଳକ ଜି ପି ଓ କ୍ଷୀତିଶ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଶ୍ରୀମତୀ ମହାନ୍ତିଙ୍କ ସହ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ସରପଂଚ ସଂଘ ସଭାପତି ଅନନ୍ତରାମ ମାଝୀ , ସମସ୍ତ ସରପଂଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ବ୍ଲକ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମ ଆବଶ୍ୟକ। ସେହି ଦିଗରେ ଉପସ୍ଥିତ ସରପଂଚ ଓ ସମିତି ସଭ୍ୟଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ନିବେଦନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନିଖିଳ ଉତ୍କଳ ଶିକ୍ଷକ ସଂଘ ର ନୂଆପଡ଼ା ଶାଖା ଗଠିତ

Sunil Chandra Nayak

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!