ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଢେଙ୍କାନାଳ (ମନିସ )1/3/24 // ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଅମଲାପଡା ସ୍ଥିତ ରାଜସ୍ବ ଡାକବଙ୍ଗଳା ସଂଲଗ୍ନ ସ୍ଥାନରେ ଓଡ଼ିଶାର ସୁନାମଧନ୍ୟ ପ୍ରଶାସକ, ଶିକ୍ଷାବିତ, ସଂସ୍କୃତି ବିଶାରଦ ତଥା ଢେଙ୍କାନାଳର ବରପୁତ୍ର ଶ୍ରୀ ବିମଳ କିଶୋର ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି l ଏହାସହିତ ଅମଲାପଡାର ମିଶ୍ର ଲେନ କୁ ବିମଳ ମିଶ୍ର ଲେନ ଭାବେ ନୂତନ ନାମକରଣ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଶ୍ରୀ ବିମଳ ମିଶ୍ରଙ୍କ ସୁପୁତ୍ର ଶ୍ରୀ ଜଷ୍ଟିସ ଶଶୀକାନ୍ତ ମିଶ୍ର, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଁର, ପଦ୍ମଶ୍ରୀ ଶ୍ରୀ ଆନ୍ତର୍ଜାମୀ ମିଶ୍ର ଓ ସହରର ଅନେକ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗଦେଇଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ 

masiha

ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ

masiha

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

Leave a Comment

error: Content is protected !!