ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ପ୍ରକ୍ରିୟା କରଣ ନିମନ୍ତେ ଆଧାରଶିଳା ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା

ଖାଦ୍ୟ ପ୍ରକ୍ରିୟା କରଣ ନିମନ୍ତେ ଆଧାରଶିଳା ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା

ରାୟଗଡ:-ତା.୧.୦୩.୨୪-ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ ୩୩ଟି ସ୍ଥାନରେ ବୃହତ ଓ଼ ମାଧ୍ୟମ ଧରଣର ଉଦ୍ୟୋଗ ଲୋକାର୍ପଣ ଓ଼ ଭିତ୍ତିପ୍ରସ୍ତାର ସ୍ଥାପନ କରିଛନ୍ତି lରାୟଗଡର ଜେକେ କାଗଜ କମ୍ପନୀ ଠାରେ ୬୧କୋଟି ଟଙ୍କା ବ୍ୟୟ ଅଟକଳରେ ମକା ଖାଦ୍ୟ ପ୍ରକ୍ରିୟାକରଣ ନିମନ୍ତେ ଆଭାସୀ ମାଧ୍ୟମରେ ଆଧାରଶୀଳ ରଖିଛନ୍ତି l

ସ୍ଥାନୀୟ ଓସ୍ୱାନ ଭିଡିଓ କନଫରେନସିଂ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଜେକେ କାଗଜ କଲର କାର୍ଯ୍ୟନିର୍ବାହୀ ଉପସଭାପତି, ବିନୋୟ କୁମାର ଦ୍ବିବେଦୀ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ,ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଧେଶକ ବସନ୍ତ ପ୍ରଧାନ,ଦୀପାର ଲଷ୍ମୀ କାନ୍ତ ଜେନା, ସୁନୀଲ ପ୍ରଧାନ, ସୁନୀଲ ପଟ୍ଟନାୟକ,ଜେକେ କାଗଜ କଳର ଏମକେ ରାୟ, ଅତୁଳ ଗୁପ୍ତ, ସତ୍ୟଜିତ ମହାନ୍ତି, ଜି ଏସ ପଟ୍ଟନାୟକ, ମନୋଜ ପାତ୍ର, ଏମ. ଭେଙ୍କଟ ରାଜ, ହରେନ୍ଦ୍ର ସିଂ, ମହେଶ ରେଡି, ଶୈଳେନ୍ଦ୍ର ସାମନ୍ତରାୟ, ଶିବ ପ୍ରସାଦ ରଥ, ଆର. କେ. ଦାସ, ଲୋକସମ୍ପର୍କ ଅଧିକାରୀ ମିଳନ ଲେଙ୍କା, ସ୍ମୃତି ରେଖା କର, ସୁଶ୍ରୀ ଅନିଶା ଅରୁନ୍ଧତୀ ପ୍ରମୁଖ ଯୋଗଦେଇଥିଲେ ଲ ଏ ରାୟଗଡ ଜିଲ୍ଲାରେ ଏହି ଶିଳ୍ପ ପ୍ରତିଷ୍ଠା ହେବା ଫଲରେ ବହୁତ ଜିଲ୍ଲାର ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇବେ ବୋଲି କମ୍ପାନୀ ଉପସଭାପତି ସ୍ରୋତ ଦ୍ବିବେଦୀ ପ୍ରକାଶ କରିଛନ୍ତି lଲୋକସମ୍ପର୍କ ଅଧିକାରୀ ମିଳନ ଲେଙ୍କା ଏହି ସବୁ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ଆୟୋଜନ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସତନାମୀ ସମାଜ ପକ୍ଷରୁ ଟେମରା ଗ୍ରାମରେ ଜୈତସ୍ତମ୍ବରେ ଧ୍ଵଜାରୋହଣ ଓ ସନ୍ଥ ସମାବେଶ ଉତ୍ସଵ ଅନୁଷ୍ଠିତ

masiha

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

Sunil Chandra Nayak

ମଦ ଜବତ: ୨ ଗିରଫ

Sunil Chandra Nayak

Leave a Comment

error: Content is protected !!