ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଘର ଭିତରକୁ  ଧସେଇ ପଶିଲା କାର, ଜଣେ ଗୁରୁତର

ଉତ୍କେଲା,୦୫/୦୪,ନିପ୍ର,ଜାତିୟ ରାଜପଥ ୨୬ କେସିଙ୍ଗା ଭବାନୀପାଟଣା ମଝୀରେ ଥିବା ଗାଇଗାଁ ପଞ୍ଚାୟତ ରାଜରାସ୍ତା କୁ ଲାଗି ରହିଥିବା କଲୋନି ପଡା ରେ ସୋମବାର ରାତି ଦଶଟା ରେ ଏକ କାର OR02 AV 2788 ଭାରସାମ୍ୟ ହରାଇ ପ୍ରଦିପ କରୁଆଁ ଘର ଭିତରକୁ ପଶି ଯାଇଥିଲା।ଘର ବାହାରେ ପ୍ରବଳ ଗରମ ଯୋଗୁଁ ବାପା ମାଁ ସହ ପ୍ରଦିପ କରୁଆଁ ଶୋଇଥିବା ବେଲେ ହଠାତ ଗାଡି ପଶିଯାଇ ପ୍ରଦିପ କରୁଆଁ ଉପରକୁ ଚଢିଯିବା ଫଳରେ ପ୍ରଦିପ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କେସିଙ୍ଗା ଡାକ୍ତରଖାନାରେ ଭର୍ତି କରାଯାଇଛି।

           ଉତ୍କେଲା ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!