ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

ଭବାନୀପାଟଣା ,ଏକତା ପରିଷଦ ଓ ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମି ତି ର ମିଳିତ ଉଦ୍ୟମ ରେ ଭବାନୀପାଟଣା ସିବୋର୍ଡି ବସ୍ତିରେ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ଏକତା ପରିଷଦ ର ବରିଷ୍ଠ ସଦସ୍ୟା ଅଞ୍ଜଳି ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକତାପରିଷଦ ଜିଲ୍ଲା ସଂଯୋଜକ ତଥା ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସାଥି ସରୋଜ ବାଗ,ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ସଦସ୍ୟା ସୁକାନ୍ତି ସରାଫ, ଟାଉନ ମହିଳା କଂଗ୍ରେସ ସଭାନେତ୍ରୀ ଚାରୁଲତା ଛାତ୍ରିଆ ଯୋଗଦେଇ ବିଶ୍ୱ ମହିଲା ଦିବସ ର ମହତ୍ୱ, ମହିଳା ମାନଙ୍କ ସମାଜିକ ରାଜନ୍ୟତିକ ସ୍ଥିତି ଓ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ କିପରି ନିଜ ହକ ପାଇ ଲଢେଇ କରିବା ଶିଖିବେ ସେ ଉପରେ ଆଲୋକପାତ କରିଥିଲେ l ଶେଷରେ ଚିନ୍ମୟୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

କିଶନ ଶର୍ମା , ଭବାନୀ ପାଟଣା 

Related posts

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

masiha

କୌଶିକ ବାବା ଡ଼ିଗ୍ରୀ କଲେଜରେ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ଜାତୀୟ ଜୁନିଅର ଫିଲୋସିପ୍ ପାଇଁ ଭରତ ମନୋନୀତ

masiha

Leave a Comment

error: Content is protected !!