ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

ଭବାନୀପାଟଣା ,ଏକତା ପରିଷଦ ଓ ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମି ତି ର ମିଳିତ ଉଦ୍ୟମ ରେ ଭବାନୀପାଟଣା ସିବୋର୍ଡି ବସ୍ତିରେ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା l ଏକତା ପରିଷଦ ର ବରିଷ୍ଠ ସଦସ୍ୟା ଅଞ୍ଜଳି ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକତାପରିଷଦ ଜିଲ୍ଲା ସଂଯୋଜକ ତଥା ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ବରିଷ୍ଠ ସାଥି ସରୋଜ ବାଗ,ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି ର ସଦସ୍ୟା ସୁକାନ୍ତି ସରାଫ, ଟାଉନ ମହିଳା କଂଗ୍ରେସ ସଭାନେତ୍ରୀ ଚାରୁଲତା ଛାତ୍ରିଆ ଯୋଗଦେଇ ବିଶ୍ୱ ମହିଲା ଦିବସ ର ମହତ୍ୱ, ମହିଳା ମାନଙ୍କ ସମାଜିକ ରାଜନ୍ୟତିକ ସ୍ଥିତି ଓ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ କିପରି ନିଜ ହକ ପାଇ ଲଢେଇ କରିବା ଶିଖିବେ ସେ ଉପରେ ଆଲୋକପାତ କରିଥିଲେ l ଶେଷରେ ଚିନ୍ମୟୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

କିଶନ ଶର୍ମା , ଭବାନୀ ପାଟଣା 

Related posts

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ଆସନ୍ତା ୧୧ ରେ ….

ପ୍ରହସନ ପାଲଟିଛି ଜନ ଶୁଣାଣି ଶିବିର, ଅନୁପସ୍ଥିତ ରହୁଛନ୍ତି ଅନେକ ବିଭାଗୀୟ ଅଧିକାରୀ

Sunil Chandra Nayak

ବିଶ୍ୱ ରେଡ କ୍ରସ ଦିବସ ସପ୍ତାହ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉପରବେଡା ଗ୍ରାମରେ ରେଡ୍ କ୍ରସ୍ ର ରିଲିଫ ବଣ୍ଟନ

Leave a Comment

error: Content is protected !!