ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା କୁକୁଡ଼ା ଛୁଆ ବୋଝେଇ ପିକଅପ:ଅଳ୍ପକେ ବର୍ତ୍ତିଲେ ଚାଳକ

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା କୁକୁଡ଼ା ଛୁଆ ବୋଝେଇ ପିକଅପ:ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,09/03 : ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଶନିବାର ସକାଳ ସମୟରେ କୁଣ୍ଡୁପୁର ଜଟିଆ ଢ଼ାବା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା କୁକୁଡ଼ା ଛୁଆ ବୋଝେଇ ପିକଅପ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ପିକଅପଟି କଲିକତା ରୁ କୁକୁଡା ଛୁଆ ବୋଝେଇ କରି ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ l ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଙ୍ଗ ପୋଲିସ ପହଂଚି ଅଧିକ ତଦନ୍ତ ଜାରିରଖିଥିବା ବେଳେ ବସ୍ତା ପୋଲିସ ପହଂଚି ଉକ୍ତ ପିକଅପ କୁ ଜବତ କରି ତଦନ୍ତ ଜାରୀ ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାର୍ତ୍ତିକେଶ୍ୱର୍ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ

masiha

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର କୁଳିହାରୀ ଠାରେ ଆରମ୍ଭ

Sunil Chandra Nayak

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

Leave a Comment

error: Content is protected !!