ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

ରଞ୍ଜିତ ସିଂହ ବାବୁ ଚେସ କୋଚ୍ ଭାବେ କୃତିତ୍ୱ ଲାଭ 

ଅନ୍ତର୍ଜାତିକ ଚେସ ଖେଳାଳି ତଥା ପାଟଣାଗଡ ବାସିନ୍ଦା ରଞ୍ଜିତ ସିଂହ ବାବୁ ଭାରତୀୟ ଚେସ ମହାସଂଘ ଦ୍ବାରା ତଥା ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ର ସହଯୋଗ ଓ ଅନ୍ତର୍ଜାତିକ ଚେସ ମହାସଂଘ ର ତତ୍ତ୍ବାବଧାନ ରେ ଭୂବନେଶ୍ବର ଠାରେ ଗତ ୧୫ ଡିସେମ୍ବର ୨୩ ରୁ ଆରମ୍ଭ ହୋଇ ୧୭ ଡିସେମ୍ବର ୨୦୨୩ ପ୍ରର୍ଯନ୍ତ ଆୟୋଜିତ ଚେସ କୋଚ ସେମିନାର ତଥା ପରିକ୍ଷାରେ ଭାରତର ବିଭିନ୍ନ ରାଜ୍ଯ ର ଜଣାଶୁଣା ୩୫ଜଣ କୋଚ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପରିକ୍ଷାରେ ପାଟଣାଗଡ ର ରଞ୍ଜିତ ସିଂହ ବାବୁ ସଫଳତା ହୋଇଛନ୍ତି। ଏଥି ପାଇଁ ପାଟଣାଗଡ ଅଞ୍ଚଳ ର ଚେସ ଖେଳାଳୀ ମାନେ ଉତ୍ସାହିତ ଅଛନ୍ତି। ଚେସ ଖେଳ ର ପ୍ରସସା ତଥା ନୂତନ ଚେସ ଖେଳାଳୀଙ୍କୁ କୋଚିଂ ଦେବେ ବୋଲି ଶ୍ରୀ ବାବୁ କହିଛନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପଥଚାରୀ ଙ୍କ ପାଇଁ କାଳ ସାଜିଛି ରାସ୍ତା କଡ ର ଶୁଖିଲା ଗଛ

masiha

ଵହଳଦାରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ 

masiha

ସିନାପାଲି ରେ ଶିଶୁ ମିତ୍ର ଥାନା ଲୋକାର୍ପିତ। ଶିଶୁ ଓ ମହିଳାଙ୍କ ସୁରକ୍ଷା କବଚ ସାଜିବ – ଏସପି 

Sunil Chandra Nayak

Leave a Comment

error: Content is protected !!