ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା

ବାଲେଶ୍ଵର,୨୭/୪/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ଗତ ତା ୨୧/୪/୨୪ ରିଖ ରବିବାର ଦିନ ଗଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପ୍ରତି ରବିବାର ଦିନ ହୋଇଥାଏ । ଏଥର ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରବନ୍ଧ ରଖାଯାଇଥିଲା । ଯାହାର ପ୍ରସଙ୍ଗ – ” ଓଡ଼ିଆ ଭାଷାର ସୁରକ୍ଷା ” ଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନରୁ ଲେଖକ ଓ ଲେଖିକା ମାନେ ଅତି ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ (୧) ସ୍ନେହା ବେହେରା(କଲେଜ ଛାତ୍ରୀ), ଗଜପତି (୨) ରାମଚନ୍ଦ୍ର ବେହେରା, ତେନ୍ତୁଳିପଦା, ଜଗତସିଂହପୁର (୩) ପ୍ରୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, କେନ୍ଦ୍ରାପଡା (୪) ନୃସିଂହ ନାରାୟଣ ତ୍ରିପାଠୀ, ନିମାପଡା, ପୁରୀ (୫) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା (୬) ଡ. ସଙ୍ଗୀତା ନାଏକ, ମୋଦିପଡା, ସମ୍ବଲପୁର (୭) ବୈଷ୍ଣବ ମେହେର, ସିନାପାଲି, ନୂଆପଡା (୮) ମମତା କୁମାରୀ ଜେନା, ରାଉରକେଲା (୯) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୦) ଗୀତା ମଞ୍ଜରୀ ଦାସ, ମୁଣ୍ଡିମରା, ବରପଦା, ଭଦ୍ରକ (୧୧) କମଳିନୀ ପାଣିଗ୍ରାହୀ, ପୁରୀ ପ୍ରମୁଖ ଲେଖନୀ ଚାଳନା କରିଥିଲେ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡଃ ତାନଶ୍ରୀ ପାଣିଗ୍ରାହୀ ଯିଏ କି ଜଣେ ସୁ ସାହିତ୍ୟିକା, ସୁବକ୍ତା, ସୁ ସଂଯୋଜିକା ଏବଂ ସୁ ଶିକ୍ଷୟିତ୍ରୀ ଭାବେ ପରିଚିତ । ସେ ମଧ୍ୟ ସାରସ୍ୱତ ସାହିତ୍ୟ ଜଗତରେ ଜଣେ ଉଦିୟମାନ ଉଜ୍ଜ୍ୱଳ ତାରକା । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରେ ମଞ୍ଚାସୀନ ହୋଇ ସାହିତ୍ୟର ବିକାଶ କରିଚାଲିଛନ୍ତି । ତାଙ୍କର ସୁନ୍ଦର ସଂଯୋଜନା ଓ ସମୀକ୍ଷା ସମସ୍ତଙ୍କୁ ତୃପ୍ତ କରିଥାଏ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ଏବଂ ସକ୍ରିୟ ମଧ୍ୟ । ଶ୍ରୀମତୀ ପାଣିଗ୍ରାହୀଙ୍କ ବହୁ ଶିକ୍ଷଣୀୟ ଉପଦେଶ ଓ ପରାମର୍ଶ ସାହିତ୍ୟ ସମାଜ ପ୍ରତି ପଥପ୍ରଦର୍ଶକ ହୋଇଥାଏ । ତେଣୁ ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ସ୍ନେହା ବେହେରା ପ୍ରଥମ ସ୍ଥାନ, ରାମଚନ୍ଦ୍ର ବେହେରା ଦ୍ବିତୀୟ ସ୍ଥାନ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଶିକ୍ଷାର ଶେଷ ନଥାଏ । ଶିକ୍ଷା ଜୀବନର ମାନଦଣ୍ଡ । ତେଣୁ ପ୍ରତ୍ୟେକ ମଣିଷ ଦୈନନ୍ଦିନ ଜୀବନରେ କାହାରି ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । ତାହା ଲେଖା ମାଧ୍ୟମରେ ହେଉ କିମ୍ବା ଉପଦେଶ ମାଧ୍ୟମରେ ହେଉ କିମ୍ବା କୌଣସି ଅନୁଷ୍ଠାନର ପ୍ରତିଯୋଗିତା କାର୍ଯ୍ୟକ୍ରମ ମାଧ୍ୟମରେ ହେଉ । ସାହିତ୍ୟ ସାଧକ/ସାଧିକା ମାନଙ୍କୁ ମୋର ଅନୁରୋଧ ଯେହେତୁ ଆପଣ ମାନେ ସାହିତ୍ୟ ସାଧନା କରୁଛନ୍ତି ନିଜର ସାହିତ୍ୟ ଜ୍ଞାନ ବୃଦ୍ଧି ଓ ଆତ୍ମସନ୍ତୋଷ ପାଇଁ ତେଣୁ ସର୍ବଦା ସାଧନା ଜାରି ରଖନ୍ତୁ । ଭାଙ୍ଗି ପଡନ୍ତୁ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ନିରବଚ୍ଛିନ୍ନ ଭାବେ ସାଧନାକୁ ତ୍ବରାନ୍ବିତ କରିବା ଉଚିତ୍ । ଆଜି ସ୍ଥାନ ମିଳିନାହିଁ ହୁଏତ କାଲି ମିଳିପାରେ ! ସମସ୍ତ ପ୍ରତିଯୋଗୀଙ୍କୁ ଯଥାମାନ୍ଯ ସମ୍ମାନ ଓ ଶୁଭେଚ୍ଛା, ସମସ୍ତଙ୍କ କଲମ ମୁନରେ ଭଗବାନ ଶକ୍ତି ଦିଅନ୍ତୁ, ସୁନ୍ଦର ଲେଖନ୍ତୁ ଓ ଆଗକୁ ବଢନ୍ତୁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାର ବିକ୍ରେତା ଙ୍କ ନେଇ ସମୀକ୍ଷା ଓ ନାନୋ ସାର ବ୍ୟବହାର ନେଇକର୍ମଶାଳା

masiha

କଟକରେ କାର୍ଲି ଗ୍ରାମର ଯୁବକ ନିଖୋଜ

masiha

କୁସୁପଙ୍ଗା ଗ୍ରାମ ପଞ୍ଚାୟତ ରେ ବରିଷ୍ଠ ନାଗରିକ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort