ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

ଆଦିବାସୀ ଅନୁସୂଚିତ ଜନଜାତି ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ

ରାଇଘର ୧୦/୩ଉମରକୋଟ ନିର୍ବାଚନ ମଣ୍ଡଳୀ ର ରାଇଘର ବ୍ଲକ ଚିତ୍ରକୋଟ ଛକ ଠାରେ ରବିବାର ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ଆଦିବାସୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଅନୁସୂଚିତ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝୀ, ସଂମ୍ମାନିତ ଅତିଥି ଅନୁସୂଚିତ ଜନଜାତି ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ସମ୍ପାଦକ ରମେଶ ସାହୁ,ଝରୀଗାଁ ବିଧାନସଭା ପ୍ରଭାରୀ ସନ୍ତୋଷ ମହାପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ, ଅନୁସୂଚିତ ଜନଜାତି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ବାସନ୍ତୀ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢ଼ୀ, ଜିଲ୍ଲା ସମ୍ପାଦକ ରାମ ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ,ଅନୁସୂଚିତ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଭଜନାଥ ଗଣ୍ଡ,ମଣ୍ଡଳ ସଭାପତି ଶିବ ଗଣ୍ଡ, ମଣ୍ଡଳ ସଭାପତି ମନୋହର ଦଣ୍ଡସେନା,ଉମରକୋଟ ବିଧାନସଭା ପ୍ରଭାରୀ ହିମାଞ୍ଚଳ ମଲ୍ଲିକ, ମାୟାରାମ ଗଣ୍ଡ,ଶ୍ୟାମଲାଲ କଲାର ଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ଆଜିର କାର୍ଯ୍ୟକ୍ରମ ରେ ୨୦୦୦ ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ, ମଞ୍ଚ ପରିଚାଳନା କରିଥିଲେ ସୁରେଶ ଆଚାର୍ଜ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅନୁପ୍ରାଣିତ ହୋଇ ବିଜେଡି ଏବଂ କଂଗ୍ରେସ ଦଳ ଛାଡି ୫00 ରୁ ଉର୍ଦ୍ଧ କର୍ମୀ ଭାଜପା ରେ ଯୋଗ ଦେଇଥିଲେ, ପ୍ରଧାନମନ୍ତ୍ରୀ ଙ୍କ ଆଦିବାସୀ ଙ୍କ ପ୍ରତି ଭଲପାଇବା ଗୋଟେ ଆଦିବାସୀ ମହିଳା ଙ୍କୁ ଦେଶର ରାଷ୍ଟ୍ରପତି ବନେଇବା ଏବଂକେନ୍ଦ୍ରର ବିଭିନ୍ନ ଯୋଜନା ବିଷୟରେ ଅତିଥି ମାନେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ ଆଜିର ଏହି କାର୍ଯ୍ୟକ୍ରମ ରେ ଉମରକୋଟ ନିର୍ବାଚନ ମଣ୍ଡଳୀର ସମସ୍ତ ସମ୍ପ୍ରଦାୟ ର ସଭାପତି ଙ୍କୁ ସଂମ୍ମାନିତ କରାଯାଇଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୪ ପାଳିତ

masiha

ଉମରକୋଟ ପୂଜାରୀ ଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଝରିଗାଁ ବିଧାୟକ ଙ୍କ ପ୍ରତିନିଧି ହେଲେ ଲବ କୁମାର ଦତ୍ତ 

masiha

Leave a Comment

error: Content is protected !!