ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାର ଙ୍କ ଯୋଗଦାନ

ନୂତନ ତହସିଲଦାର ଙ୍କ ଯୋଗଦାନ

ତେନ୍ତୁଳିଖୁଣ୍ଟି ୧୩/୦୩/୨୪ // ତେନ୍ତୁଳିଖୁଣ୍ଟି ତହସିଲ ରେ ନୂତନ ଭାବେ ତହସିଲଦାର ରାଜ କିଶୋର ପଟନାୟକ ଯୋଗ ଦାନ କରିଛନ୍ତି।ସେ ଗଜପତି ଜିଲ୍ଲାର ରାୟଗଡ଼ ତହସିଲ ରୁ ଆସିଛନ୍ତି।ସେ କହିଛନ୍ତି ସରକାର ଙ୍କ ନିର୍ଦ୍ଦେଶ କୁ ନେଇ ଅଞ୍ଚଳ ର ବିକାଶ କୁ ଆଗେଇ ନିଆଯିବ ତଥା ଜମି ଜମା ସମ୍ପର୍କିତ ମାମଲା ସମାଧାନ କରିବେ ବୋଲି କହିଛନ୍ତି।ତହସିଲ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୩୬ ଜଣ ପରୀକ୍ଷାର୍ଥୀ.

Sunil Chandra Nayak

ଫୋଲ୍ଡସ୍କୋପ(Foldscope) ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ 

Sunil Chandra Nayak

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ  ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

masiha

Leave a Comment

error: Content is protected !!