ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଇରା ଅବକାରୀ ବିଭାଗ ଓଆଇସିଙ୍କୁ ମିଳିଲା ବଡ଼ ସଫଳତା

ଖଇରା ଅବକାରୀ ବିଭାଗ ଓଆଇସିଙ୍କୁ ମିଳିଲା ବଡ଼ ସଫଳତା

ବାଲେଶ୍ଵର,୨୭/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନରେ ଥିବା ନୟାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆସାମୀ ସିଲୟ ସିଂ ୨୪ ବର୍ଷ ଘର, ମହୁଲଡିହା ମୟୂରଭଞ୍ଜ ଜିଲ୍ଲାର ବ୍ଯକ୍ତିଙ୍କ ଠାରୁ ୯୦ ଲିଟର ଦେଶୀ ମଦ ସହ ଏକ ସ୍କୁଟି ଜବତ କରିଛି ଅବକାରୀ ବିଭାଗ । ପିଅର କେସ୍ ନମ୍ବର ୨୩୪/୨୦୨୩-୨୪ ତା୨୭.୩.୨୦୨୪ ଅଟେ, ଖଇରାର ଅବକାରୀ ବିଭାଗର ଓଆଇସି ସୁରଜ୍ କୁମାର ଦିଗା ଓ କର୍ମଚାରୀ ମାନେ ଆସାମୀକୁ ଖୁବ୍ ସର୍ତକା ସହ ଧରିଥିଲେ । ଏବଂ ଏହା ପୂର୍ବରୁ ଶନିବାର ଓ ରବିବାର ଦୁଇ ଦିନ ବର୍ତ୍ତନା ବଜାରରୁ ଦୁଇଜଣଙ୍କୁ ଧରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବୋଲି ଓଆଇସି ଶ୍ରୀ ଦିଗା ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଥିଲେ ଏଭଳି ଓଆଇସିଙ୍କୁ ଜନସାଧାରଣ ଓ ବୁଦ୍ଧିଜୀବି ମାନେ ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ବିହାରୀ ଓ ଚୋରାରେ ଦେଶୀ ମହୁଲି ଚାଲାଣ କରୁଥିବା ଅସାମାଜିକ ଓଡ଼ିଆ ଦୋକାନୀ ଭୟ କରିବା ଆରମ୍ଭ କଲେଣି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Big Achievement by GUNPUR police

masiha

ଅଙ୍ଗନବାଡ଼ି ରେ ମିଳୁଥିବା କୁତ୍ରିମ ପ୍ଲାଷ୍ଟିକ ଅଣ୍ଡା ନେଇ ଅଭିଯୋଗ 

Sunil Chandra Nayak

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

masiha

Leave a Comment

error: Content is protected !!