ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଓକିଲ ସଂଘ ନିର୍ବାଚନ, କୈଳାସ ଚୌଧୁରୀ ସଭାପତି, ହିମାଂଶୁ ବରାଡ଼ ସମ୍ପାଦକ ନିର୍ବାଚିତ 

ଜୁନାଗଡ଼ ଓକିଲ ସଂଘ ନିର୍ବାଚନ, କୈଳାସ ଚୌଧୁରୀ ସଭାପତି, ହିମାଂଶୁ ବରାଡ଼ ସମ୍ପାଦକ ନିର୍ବାଚିତ 

ଜୁନାଗଡ଼,୩୦/୩(ମ୍ ନି ସ) -ଚଳିତବର୍ଷ ପାଇଁ ଜୁନାଗଡ଼ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଭାବେ କୈଳାସ ଚନ୍ଦ୍ର ଚୌଧୁରୀ, ଉପ ସଭାପତି ନୀଳକଣ୍ଠ ମିଶ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସହ ସମ୍ପାଦକ ଧନେଶ୍ୱର ନାଏକ ଓ ଲୋକନାଥ ମଙ୍ଗରାଜ ଓ ଲାଇବ୍ରେରୀ ସମ୍ପାଦକ ଭାବେ ମିଳାପ ଚନ୍ଦ ଜୈନ, କୋଷାଧ୍ୟକ କାଳନ୍ଦୀ ଚରଣ ପାଣିଗ୍ରାହୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି l ସେହିପରି ସାତ ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ସୁରେଶ ଚନ୍ଦ୍ର ପଣ୍ଡା, ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ବାଲକୃଷ୍ଣ ଅଚାରୀ, ନରେନ୍ଦ୍ର କ୍ଷିତି,ଶ୍ରୀମତୀ ଜୁଲିରାଣୀ ନାୟକ, ସୁଧାଂଶୁ ଶେଖର ବରାଡ଼ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଶବ ସତ୍କାର ପାଇଁ ଯିବା ସମୟରେ ମହୁମାଛି ଆକ୍ରମଣ

Sunil Chandra Nayak

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ହେଲା ଜମି ଚିହ୍ନଟ 

masiha

Leave a Comment

error: Content is protected !!