ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – 

ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

ଧର୍ମଗଡ଼ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି। ଆଜି ସକାଳ ୧୦ଟାରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ କୋର୍ଟ ପରିସରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ତୁଷାର ରଞ୍ଜନ ପଟ୍ଟଯୋଷୀ ଏବଂ ଥବିର ପ୍ରସାଦ ସାହୁ ସଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ବିନୋଦ କୁମାର ନାଏକ, ସହ ସମ୍ପାଦକ ଗଙ୍ଗାଧର ମଙ୍ଗରାଜ ଓ ସୁମନ୍ତ କୁମାର ପଣ୍ଡା କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଆଇନଜୀବୀ ଭବାନୀ ଚରଣ ଦାସ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମେହେର, ପ୍ରେମଲାଲ ସାଗର, କୃପାସିନ୍ଧୁ ପଣ୍ଡା, ଲିଙ୍ଗରାଜ ବେହେରା ଙ୍କୁ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଷୀ ନିର୍ବାଚନ ପରିଚାଳନା କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

Leave a Comment

error: Content is protected !!