ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

ବସ୍ତା,04/04 :ବସ୍ତା ଥାନା କୁଳିଦା ଅନ୍ତର୍ଗତ ଗୁରୁବାର ରାତି ସମୟରେ ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଓଡିଆ, ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗଦେଇଛନ୍ତି l ତେବେ ଯୋଗଦେଇ କିଭଳି ଭାବରେ ଏହି ମେଳା ଦ୍ୱାରା ଭାଇଚାରା ହୋଇପାରିବ ସେ ବିଷୟରେ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର କହିଥିଲେ l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ସେନାପତି, ସରପଞ୍ଚଙ୍କ ପ୍ରତିନିଧି ଜୟକୃଷ୍ଣ ସେନାପତି, ପୂର୍ବତନ ସରପଞ୍ଚ ସୁନୀଲ କୁମାର ସେନାପତି, ନାଏବ ସରପଞ୍ଚ ସରପଞ୍ଚ ଅରବିନ୍ଦ ପ୍ରଧାନ, ସମାଜସେବୀ ପୁର୍ଣଚନ୍ଦ୍ର ସେନାପତି,ରଞ୍ଜିତା ପ୍ରଧାନ,ଦାମୋଦର ପ୍ରଧାନ, ସୁଦର୍ଶନ ଦଳାଇଙ୍କ ସମେତ ଅଂଚଳବାସି ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଟ୍ରକ ଓ କାର ମୁହାଁମୁହିଁ ଧକ୍କା 2 ଗୁରୁତର

masiha

ଏନ ସି ସି ଦିବସ ପାଳନ 

masiha

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

masiha

Leave a Comment

error: Content is protected !!