ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ସାହା ନିର୍ଦ୍ଧନ୍ଧରେ ଭାଇସ ଚେୟାରମେନ ନିର୍ବାଚିତ

ଉ6ତ୍କଲା,୦୬/୦୪,କଲାହାଣ୍ଡି ଜିଲ୍ଲା କେସିଙ୍ଗା ଏନେସି ୮ ନଂ ୱ।ର୍ଡ ର ସରସ୍ଵତୀ ସାହା ଭାଇସ ଚେୟାରମେନ ଭାବରେ ନିର୍ଦ୍ଧନ୍ଧ ରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ସହ ବିଜେଡିର ସମସ୍ତ କାଉନସେଲର ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରି କେସିଙ୍ଗା ତହସିଲଦାର ଜ୍ୟେତିମୟ କର ପରିଚାଳନା କରିଥିଲେ l

ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

Sunil Chandra Nayak

ଭାରସାମ୍ୟ ହରାଇ ଘର ଭିତରକୁ  ଧସେଇ ପଶିଲା କାର, ଜଣେ ଗୁରୁତର

Sunil Chandra Nayak

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!