ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁରେ ପଡି ଶିଶୁ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

ନିଆଁରେ ପଡି ଶିଶୁ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୬/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଥିବା ଜଣାପଡିଛି । ଗାଁରେ ଏକ ବିବାହ ଭୋଜି ହେଉଥିବା ବେଳେ ଭୋଜି ସରିବା ପରେ ରାନ୍ଧିବା ସ୍ଥାନରେ ଥିବା ଚୁଲିର ନିଆଁରେ ପଡି ଗୁରୁତର ଆହତ ହେବାପରେ ପରିବାର ଲୋକେ ଶିଶୁକୁ କୋକସରା ଡାକ୍ତରଖାନାରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

Leave a Comment

error: Content is protected !!