ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁରେ ପଡି ଶିଶୁ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

ନିଆଁରେ ପଡି ଶିଶୁ ଗୁରୁତର, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୬/୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଥିବା ଜଣାପଡିଛି । ଗାଁରେ ଏକ ବିବାହ ଭୋଜି ହେଉଥିବା ବେଳେ ଭୋଜି ସରିବା ପରେ ରାନ୍ଧିବା ସ୍ଥାନରେ ଥିବା ଚୁଲିର ନିଆଁରେ ପଡି ଗୁରୁତର ଆହତ ହେବାପରେ ପରିବାର ଲୋକେ ଶିଶୁକୁ କୋକସରା ଡାକ୍ତରଖାନାରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

Cuttack Sadar 42 Mouza cultural festival held.

masiha

ଫେସ୍‌ବୁକ୍‌ ‘ଆମ ପରିବାର’ ପକ୍ଷରୁ ରକ୍ତଦାନ ଶିବିର 

masiha

ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ବନ ଦିବସ ପାଲିତ

Sunil Chandra Nayak

Leave a Comment

error: Content is protected !!