ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳନ୍ତା ହାଇୱାରେ ଲାଗିଲା ହୁତୁହୂତୁ ନିଆଁ 

ଚଳନ୍ତା ହାଇୱାରେ ଲାଗିଲା ହୁତୁହୂତୁ ନିଆଁ 

ବନ୍ଧୁଗାଁ ତା,୧/୧୧/୨୪,କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ତେନ୍ତୁଳି ପଦର ନିକଟ ବୁଡ଼ା ପଣସ ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟି ଥିବାର ଦେଖିବାକୁ ମିଳିଛି I ସେମିଲିଗୁଡା ଠାରୁ ନାରାୟଣ ପାଟଣା ବ୍ଲକର ତେନ୍ତୁଳି ପଦର ପଞ୍ଚାୟତର କୁତୁଡ଼ି ଗ୍ରାମର ରାସ୍ତା କାମରେ ମେଟାଲ ନେଇକି ଯାଉଥିବା ବେଳେ ଆଜି ଅପରାହ୍ନ ୫ ଟା ସମୟରେ ଚଳନ୍ତା ହାଇୱାରେ ହୁତୁହୂତୁ ହୋଇ ଲାଗିଲା ନିଆଁ I ନିଆଲାଗି ଗାଡ଼ି ପାଉଁଶ ଅଳ୍ପୋକେ ବର୍ତ୍ତୀଲେ ଡ଼୍ରାଇଭର ସନ୍ତୋଷ କୁମାର ସେଠି ଓ ହେଲ୍ପର ଦୁହେଁ I ଗାଡ଼ିଟି ସେମିଳିଗୁଡା ଠାରୁ ନାରାୟଣପାଟଣା ଅଭିମୁଖେ ଆସୁଥିବା ବେଳେ ଅଘଟଣ ଘଟିଛି କେମିତି ଓ କେଉଁ ପରିସ୍ଥିତି ରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ପରଲୋକ

masiha

ଧରାକୋଟ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ମ୍ୟୁଜିକ ସର୍କଲ ରାଉରକେଲା ସାଂସ୍କୃତିକ ପରିମଣ୍ଡଳର ପ୍ରାଣକେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!