ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ସାଧାରଣ ବେଠକ 

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ସାଧାରଣ ବେଠକ 

   ଆଜି ତା ୩୦–୧୦ -୨୦୨୪ ଗୁରୁବାର ଦିନ ୨ଟା ସମୟରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧାଭାଷା ପ୍ରତିଷ୍ଠାନ ସହିତ ଭାରତୀୟ ବିଦ୍ୟାନିକେତନ, କାଳୁପଡା ମିଳିତ ଆନୁକୁଲ୍ୟରେ ଦଶମ ବାର୍ଷିକୀ ମହୋତ୍ସବ ଓ 77ତମ ସ୍ୱତନ୍ତ୍ର ମହୋତ୍ସବ &ରାଜ୍ୟ ସ୍ତରୀୟ ଶିଶୁ ପ୍ରତିଭା ଅନେଶ୍ଵଣ୨୦୨୪ ନେହୁରୁ ଜୟନ୍ତୀ & କାର୍ତ୍ତିକ ପୂର୍ଣ୍ଣିମା ପାଳନ ଦୁଇ ଦିବସ ବ୍ୟାପୀ ପାଳିତ ହେବ, ଏହି ସଭାରେ ବଳରାମ ତରାଇ, ଲଳିତ ମୋହନ ପଟ୍ଟନାୟକ, ପ୍ରଭାକର ବିଶ୍ଵାଳ ବିଶିଷ୍ଟ ସମାଜ ସେବୀ, ସ୍କୁଲ ର ପ୍ରତିଷ୍ଠାତା ପ୍ରଫୁଲ୍ଲଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର କୁମାର ତରାଇ, ଏହି ବିଷୟ ରେ ତାରିଣୀ ପ୍ରସାଦ ମହାନ୍ତି ଉପସଭାପତି ସମସ୍ତଙ୍କ ପରାମର୍ଶ ରେ ଚତୁର୍ଦ୍ଧା ବାର୍ଷିକ ମୁଖପତ୍ର ଉନ୍ମୋଚନ୨୦୨୪ ଏହା ମହା ସମାରୋହରେ ଦୁଇ ଦିନ ଧରି ପାଳିତ ହେବ, ତା ସହିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଦୁଇ ଧରି ଭଜନ, ନାଟକ, ଘୋଡ଼ା ନାଚ, ମୁଗୁଲୁ ତାମସା ପରିବେଷଣ କରାଯିବ ଏଥିରେ ବିଭିନ୍ନ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେବେ ଆଗାମୀ ୭ତାରିଖ ପ୍ରେସ ବିଜ୍ଞପ୍ତି ଘୋଷଣା ନିମେନ୍ତ ତାରିଖ ନିଷ୍ପତ୍ତି ଗ୍ରହଣ କରାଗଲା,୬ମ ଶ୍ରୀ ଜଗନ୍ନାଥ ସଂସ୍କୃତି ସେବା ସମ୍ମାନ୨୦୨୪ , ୬ମ ଗାନ୍ଧୀ ଆଦର୍ଶ ସମ୍ମାନ ୨୦୨୪ , ୬ମ ଗୋପ ବନ୍ଧୁ ସେବା ସମ୍ମାନ୨୦୨୪ ୧୦ଜଣଙ୍କୁ ସମ୍ମାନ ପ୍ରଦାନ କରାଯିବ, ଏଠାରେ ଓଡ଼ିଶା ସରକାର ଙ୍କ ବିଭିନ୍ନ ବିଭାଗ ର ବିଧାୟକ, ସାଂସଦ, ମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ, ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଯୋଗ ଦେବେ, ଜିଲ୍ଲା ପ୍ରଶାସନ ଯୋଗ ଦେବେ ଏହାକୁ ବଡ ଆଡମ୍ଭରରେ ପାଳନ କରିବା ପାଇଁ ଲଳିତ ମୋହନ ପଟ୍ଟନାୟକ ଏହି ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ, ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Related posts

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା 

Sunil Chandra Nayak

ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ :ରାଇରଙ୍ଗପୁର,ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!