ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତା ଫ୍ଲୋରା ରିମଝିମ୍ ବଳିଆରସିଂହ ମହାପାତ୍ରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

ସ୍ବର୍ଗତା ଫ୍ଲୋରା ରିମଝିମ୍ ବଳିଆରସିଂହ ମହାପାତ୍ରଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

କଟକ : ସମାଜସେବୀ ତଥା ଦୂଗେଶ୍ବରଗଡ ଗୋପ ପୁରୀ ଅଚଂଳର ଧର୍ମପରାୟଣା ମହିଳା ସ୍ୱର୍ଗତା ଫ୍ଲୋରା ରିମଝିମ୍ ବଳିଆରସିଂହ ମହାପାତ୍ରଙ୍କ ଶ୍ରଦ୍ଧାଂଜଳି ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ଥିଲେ ପରୋପକାରୀ,ମେଳାପୀ,ମିଷ୍ଠଭାଷୀ ମହିଳା ଭାବେ ସ୍ଥାନୀୟ ଅଚଂଳରେ ବେଶ ପରିଚିତ ଥିଲେ । ଏହି ସଭାରେ ସ୍ଥାନୀୟ ଅଚଂଳର ମାନ୍ୟଗନ୍ୟ ବ୍ୟକ୍ତି, ବନ୍ଧୁବାନ୍ଧବ ଓ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

Sunil Chandra Nayak

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!