ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦୋଳ ସରକାରୀ ଆୟୁର୍ବେଦ ଡାକ୍ତରଖାନାର ନୂତନ ଗୃହ ଉଦଘାଟିତ

ନନ୍ଦୋଳ ସରକାରୀ ଆୟୁର୍ବେଦ ଡାକ୍ତରଖାନାର ନୂତନ ଗୃହ ଉଦଘାଟିତ

ଜୁନାଗଡ଼,୩/୧୧(ମନୀ ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମ ପଂଚାୟତ ର ସରକାରୀ ଆୟୁର୍ବେଦ ଡାକ୍ତରଖାନା ର ନୂତନ ଗୃହ ଉଦଘାଟନ ଜିଲ୍ଲା ଆୟୁର୍ବେଦିକ ଅଧିକାରୀ କଳାହାଣ୍ଡି ଡ଼କ୍ଟର କଳିଙ୍ଗ ଧରୁଆଁ ଉଦଘାଟନ କରିଥିଲା ବେଲେ ପଦ୍ମଶ୍ରୀ ପଟାୟତ ସାହୁ, ମୁଖ୍ୟବକ୍ତା ପ୍ରକୃତିବନ୍ଧୁ ଯତୀନ୍ଦ୍ର କର ସଭାପତି ଅସ୍ବିନୀ କୁମାର କଲାହାଣ୍ଡି ବୈଦ୍ୟ ସଙ୍ଘ, ଡ଼କ୍ଟର ରାମେଶ୍ୱର ନାଏକ, ଡ଼କ୍ଟର ଅମିତ ମୁଣ୍ଡ, ନିରଞ୍ଜନ ମାଝୀ ସରପଞ୍ଚ, ବ୍ରହ୍ମାନନ୍ଦ ନନ୍ଦ,ଅତିଥି ଥିଲା ବେଲେ ଅଭିଜିତ କର, ପିଣ୍ଟୁ ବିଶ୍ୱାଳ, ମଳୟ ଭୋଇ ସହଯୋଗ କରିଥିଲେ l ଏଠାରେ ପ୍ରକୃତି ବନ୍ଧୁ ଯତୀନ୍ଦ୍ର କର ଆୟୁଷମାନ ଆରୋଗ୍ୟ ମନ୍ଦିର ହେଲେ ଯୋଗ ଶିକ୍ଷ୍ୟା ସହ ଆୟୁଷ ଚିକିତ୍ସା ରେ ଲାଭନିତ୍ୱ ଜନସାଧାରଣ ହୋଇ ପାରିବେ ବୋଲି ଜିଲ୍ଲା ଆୟୁର୍ବେଦ ଅଧିକାରୀ କୁ ଦାବି ରଖିଥିଲେ ଏବଂ କହିଥିଲେ ଏହି ଚିକିତ୍ସା କେନ୍ଦ୍ର ରେ ସପୂର୍ଣ ପାଚେରୀ ବ୍ୟବସ୍ଥା ଶିଘ୍ର କଲେ ବନୌଷଧି ବୃକ୍ଷ ରୋପଣ କରିଦେବେ ବୋଲି ବକ୍ତବ୍ୟ ରଖିଥିଲେ l ପଦ୍ମଶ୍ରୀ ସମସ୍ତ ଙ୍କୁ ଆୟୁର୍ବେଦ ଚିକିତ୍ସା କଲେ ସ୍ୱାସ୍ଥ୍ୟ ଉତ୍ତମ ରହିପାରିବ ବୋଲି କହିଥିଲେ l ଏଠାରେ ଅନ୍ୟାନ୍ୟ ଆୟୁର୍ବେଦିକ ଡ଼କ୍ଟର ଓ କର୍ମଚାରୀ ଉପସ୍ଥିତ ଥିଲେ l ପରିଶେଷ ରେ ନାନ୍ଦୋଳ ଆୟୁର୍ବେଦ ଡ଼lକ୍ଟର ଅମିତ ମୁଣ୍ଡ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଖଇରା କଲେଜ ସଂସ୍କୃତ ବିଭାଗର ଆୟୁର୍ବେଦ ଭୂମିକା ପାଠଚକ୍ର ଅନୁଷ୍ଠିତ

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଳିକୁପାର ଆଦିବାସୀ ଛାତ୍ରୀ ମାନଙ୍କ କୃତିତ୍ୱ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହରେ ଶପଥ ପାଠ

Sunil Chandra Nayak

Leave a Comment

error: Content is protected !!