ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ଛତ୍ର ର ଶୁଭାରମ୍ଭ

ଢ଼େଙ୍କାନାଳ: ଟାଟା ଷ୍ଟିଲ ମେରାମଣ୍ଡଳୀ ଷ୍ଟିଲ କାରଖାନା ପରିସର ସି ଆର ଏମ୍ ସାଇଟ୍ ରେ Signode India ତରଫରୁ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଜଳ ଛତ୍ର ର ଶୁଭ ଉଦଘାଟନ କରା ଯାଇଛି ।

ପ୍ରବଳ ଗ୍ରୀଷ୍ମ ତାପ ରୁ କିପରି ମୁକୁଳିବା ଓ କେଉଁ କେଉଁ ସତର୍କତା ଅବଲମ୍ବନ କରାଯିବ,ସେ ସଂପର୍କ ରେ ମଧ୍ଯ ଜନ ସଚେତନତା ଆରମ୍ଭ କରାଯାଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

Sunil Chandra Nayak

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

ମହିଳା କୃଷକ ମାନଙ୍କର ବିକାଶ ନଘଟିଲେ ଦେଶ ତଥା ରାଜ୍ୟର ପ୍ରଗତି ଅସମ୍ଭବ

Sunil Chandra Nayak

Leave a Comment

error: Content is protected !!