ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ଛତ୍ର ର ଶୁଭାରମ୍ଭ

ଢ଼େଙ୍କାନାଳ: ଟାଟା ଷ୍ଟିଲ ମେରାମଣ୍ଡଳୀ ଷ୍ଟିଲ କାରଖାନା ପରିସର ସି ଆର ଏମ୍ ସାଇଟ୍ ରେ Signode India ତରଫରୁ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ଜଳ ଛତ୍ର ର ଶୁଭ ଉଦଘାଟନ କରା ଯାଇଛି ।

ପ୍ରବଳ ଗ୍ରୀଷ୍ମ ତାପ ରୁ କିପରି ମୁକୁଳିବା ଓ କେଉଁ କେଉଁ ସତର୍କତା ଅବଲମ୍ବନ କରାଯିବ,ସେ ସଂପର୍କ ରେ ମଧ୍ଯ ଜନ ସଚେତନତା ଆରମ୍ଭ କରାଯାଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ବିଜୟ ଉତ୍ସବ ପାଲନ କଲେ ଭାଜପା କର୍ମକର୍ତ୍ତା

Sunil Chandra Nayak

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗଡ଼ିଲା ଜନସଂଖ୍ୟା ସ୍ଥିରତା ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!