ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଭଣରେ ପବିତ୍ର ଚୈତ୍ର ପର୍ବ ଧୂମଧାମରେ ପାଳିତ; ଛଉ ନୃତ୍ୟରେ ଗ୍ରାମବାସୀ ମସଗୁଲ

ନାଗଭଣରେ ପବିତ୍ର ଚୈତ୍ର ପର୍ବ ଧୂମଧାମରେ ପାଳିତ; ଛଉ ନୃତ୍ୟରେ ଗ୍ରାମବାସୀ ମସଗୁଲ

 ମୟୂରଭଞ୍ଜ – ୯/୦୪ ( ମସିହା ) ରାଇରଙ୍ଗପୁର ସହର ସନ୍ନିକଟ ନାଗଭଣ ଗ୍ରା ଦୁଇ ଦିବସୀୟ ଚଇତି ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି ।ପ୍ରଥମ ଦିନ ଘଟ ଉତ୍ତୋଳନ ହୋଇ ଗୌରୀ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲେ । ସମସ୍ତ ଶ୍ରଦ୍ଧାଳୁ ଓ ମାସିକ ଧରି ଭୋଗରାଗ,ନଡ଼ିଆ,କଦଳୀ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ।ପ୍ରଥମ ଦିନ ଓମ୍ ଶ୍ରୀ ଶ୍ରୀ ଗୌରୀଶଙ୍କର ଛଉନୂତ୍ଯ ପ୍ରତିଷ୍ଠାନ ଓ ସଂଗ୍ରାମ ପପୁମାସ ଆର୍ଟ ଫାଉଣ୍ଡେସନ, ଷଢେ଼ଇକଳା ତରଫରୁ ବିଶିଷ୍ଟ ଛଉ କଳାକାର ମାନଙ୍କ ଦ୍ଵାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା । ଦିତୀୟ ରଜନୀରେ ଓମ୍ ଶ୍ରୀ ଶ୍ରୀ ଗୌରୀଶଙ୍କର ଛଉ ନୃତ୍ୟ ପ୍ରତିଷ୍ଠାନ ଓ ଉତରସାହି ଛଉ ନୃତ୍ୟ ପ୍ରତିଷ୍ଠାନ,ନିଛୁଆପଦା ର କଳାକାର ମାନେ ଆକର୍ଷଣୀୟ ଛଉ ନୃତ୍ୟ ପରିବେଷଣ କରି ଆଖପାଖ ଅଂଚଳରୁ ଆସିଥିବା ହଜାର ହଜାର ଦର୍ଶକଙ୍କୁ ବିମୋହିତ କରି ପକାଇଥିଲେ ‌।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲ

masiha

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

masiha

Leave a Comment

error: Content is protected !!