ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଛାଡ଼ିଲେ ବିଜେପି ଓଵିସି ମୋର୍ଚ୍ଚା ଜିଲ୍ଲା ସଭାପତି

ବିଜେପି ଛାଡ଼ିଲେ ବିଜେପି ଓଵିସି ମୋର୍ଚ୍ଚା ଜିଲ୍ଲା ସଭାପତି

ନର୍ଲା (ମନିସ):କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ଓଵିସି ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ତାର ମୈ।ଳିକ ନୀତି ଆଦର୍ଶ ଭୁଲି କଳାହାଣ୍ଡି ସାଂସଦ ଓ ବିଧାୟକ ଟିକଟ ବଣ୍ଟନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ଶ୍ରୀ ନାଏକ ବିଜେପିର ଜଣେ ସଚ୍ଚୋଟ କର୍ମୀ ଭାବେ କାମ କଲାପରେ ମଧ୍ୟ ଏଥର ନର୍ଲା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ରୂପେ ତାଙ୍କୁ ରାଜ୍ୟ ନେତ୍ରୃମଣ୍ଡଳୀ ଅବହେଳା କରି ଥିବାରୁ ସେ କ୍ଷୋଭ ପ୍ରକଟ କରି ସ୍ଵାଧୀନ ଭାବେ ନର୍ଲା ନିର୍ବାଚନରେ ଲଢେଇ କରିବେ ବୋଲି ଚେତାବନୀ ଦେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଡାବୁଗାଁ ବ୍ଲକ କଂଗ୍ରେସ କମିଟି ର ଖବରଦାତା ସମ୍ମିଳନୀ

masiha

ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

masiha

ବିଜେପି ର ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!