ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

ବସ୍ତା,11/04 : ବସ୍ତା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଗୁରୁବାର ଅପରାହ୍ନ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ତେବେ ହାତୀ ପାଖ ବଣଦେଇ ହାତୀ ଏହି ଗ୍ରାମରେ ରେ ପ୍ରବେଶ କରିଥିଲେ। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜଗଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ 

Sunil Chandra Nayak

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

Sunil Chandra Nayak

ଖଡିଆଳ ଅଞ୍ଚଳ ର ଜଣେ ପ୍ରବୀଣ ଛାତ୍ର ନେତା ଏବଂ ନିର୍ଭିକ ବ୍ୟକ୍ତିତ୍ବ ରାଜୀବ କୁମାର ତିୱାରୀ ଙ୍କ ଆଜି ପରଲୋକ 

masiha

Leave a Comment

error: Content is protected !!