ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

ବସ୍ତା,11/04 : ବସ୍ତା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଗୁରୁବାର ଅପରାହ୍ନ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ତେବେ ହାତୀ ପାଖ ବଣଦେଇ ହାତୀ ଏହି ଗ୍ରାମରେ ରେ ପ୍ରବେଶ କରିଥିଲେ। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଠାକୁରାଣୀ ଯାତ୍ରା ଆୟବ୍ୟୟ ବୈଠକ 

Sunil Chandra Nayak

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ବଡଓଲମାର ସଫଳତା ଶତପ୍ରତିଶତ ପାସ୍

Leave a Comment

error: Content is protected !!