ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଟା ଷ୍ଟିଲ, ମେରାମଣ୍ଡଳୀ ରେ ସୁରକ୍ଷା ସଚେତନତା

ଢ଼େଙ୍କାନାଳ: ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ପରିସରରେ Reliable Infratech ତରଫରୁ ଆଜି ଏକ ଜରୁରକାଳୀନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଅଛି।ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବେ କାରଖାନା ରେ ଦୁର୍ଘଟଣା ଟି ମୋବାଇଲ ଓ ବାଇକ୍ ଚାଳନା ଜନିତ ହୋଇ ଥିବାରୁ ଟାଟା ଷ୍ଟିଲ କାରଖାନା କର୍ତ୍ତୃପକ୍ଷ ଙ୍କ ଦ୍ୱାରା ସମସ୍ତ କର୍ମଚାରୀ ମାନଙ୍କୁ ସତର୍କ କରାଯାଇଛି। କାରଖାନା ପରିସର କାର୍ଯ୍ୟସ୍ଥଳି ରେ ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରିବା କୁ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ଶକ୍ତି ଭୂଷଣ ବେହେରା ସମସ୍ତଙ୍କୁ ବୁଝେଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଟାଟା ଷ୍ଟିଲ ର ଇଞ୍ଜିନିୟର ସଞ୍ଜୟ ମୋଦକ, ବୈଜୟନ୍ତ ସିଂହ, ସାଇଟ୍ ଇନ୍ ଚାର୍ଜ ମହେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ପରିଶେଷରେ ସୁପରଭାଇଜର ସୁବ୍ରତ କୁମାର ମାଝି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବିଷୁବ ସଂକ୍ରାନ୍ତି@ନବବର୍ଷ

Sunil Chandra Nayak

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

Sunil Chandra Nayak

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

Leave a Comment

error: Content is protected !!